www.samajalive.in
Thursday, December 11, 2025
13.1 C
Bhubaneswar

ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଅର୍ଥମନ୍ତ୍ରୀଙ୍କ ନିର୍ଦେଶ ; ଋଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ନୂଆଦିଲ୍ଲୀ :ବ୍ୟାଙ୍କ ଋଣ ଜାଲିଆତିକାରୀ ଏବଂ ଇଚ୍ଛାକୃତ ଋଣ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‍ଲୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ (ପିଏସ୍‍ବି)ଗୁଡିକୁ ନିର୍ଦେଶ ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ପିଏସ୍‍ବିଗୁଡିକର କାର୍ଯ୍ୟ ପ୍ରଦର୍ଶନର ସମୀକ୍ଷା କରିବା ଅବସରରେ ଅର୍ଥମନ୍ତ୍ରୀ କହିଲେ, ଦେଶର ଅର୍ଥନୀତିକୁ ଔପଚାରିକ ରୂପ ଦେଲେ ଦେଶ ୮% ଅଭିବୃଦ୍ଧି ହାସଲ କରିପାରିବ।
ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ (ପିଏସ୍‍ବି) ବ୍ୟାଙ୍କ ଅଫ୍‍ ବରୋଦା, ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ମିଶ୍ରଣ ପରିପ୍ରେକ୍ଷୀରେ ବିକଳ୍ପ ବ୍ୟବସ୍ଥାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନାଦାୟ ଋଣ ଅସୁଲି ସମ୍ପ୍ରତ୍ତି ଚିନ୍ତାର ବିଷୟ ହୋଇଥିବାବେଳେ ବ୍ୟାଙ୍କଗୁଡିକ ଏ କ୍ଷେତ୍ରରେ ଧୀରେ ଧୀରେ ଅଗ୍ରସର ହେଉଛନ୍ତି। ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସରେ ବ୍ୟାଙ୍କଗୁଡିକ ୩୬,୫୫୧ କୋଟି ଟଙ୍କା ଅସୁଲ କରିଛନ୍ତି। ପୂର୍ବ ଆର୍ଥିକବର୍ଷ ତୁଳନାରେ ଏହା ୪୯% ଅଧିକ।୨୦୧୭-୧୮ ଆର୍ଥିକବର୍ଷରେ ବ୍ୟାଙ୍କଗୁଡିକ ୭୪,୫୬୨ କୋଟି ଟଙ୍କାର ଋଣ ଅସୁଲ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories