www.samajalive.in
Monday, December 8, 2025
17.1 C
Bhubaneswar

ଟଚ୍‍ ଜିତିଲା ପାକିସ୍ତାନ ; ବ୍ୟାଟିଂ କରିବାକୁ ନିଷ୍ପତ୍ତି

ଦୁବାଇ : ରବିବାର ଏସିଆ କପ୍‍ରେ ହେବାକୁ ଥିବା ଚିରପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚରେ ପାକିସ୍ତାନ ଟଚ୍‍ ଜିତିଛି। ପାକିସ୍ତାନ ଟଚ୍‍ ଜିତିବାପରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ଭାରତୀୟ କ୍ରିକେଟ ଦଳ ବୋଲିଂ କରିବ। ଏହି ମ୍ୟାଚରେ ପାକିସ୍ତାନର ଦୁଇ ଜଣ ଖେଳାଳିଙ୍କୁ ବଦଳି କରାଯାଇଛି। ଗତ ୧୯ ତାରିଖରେ ଭାରତ ପାକିସ୍ତାନକୁ ଅତି ସହଜରେ ପରାସ୍ତ କରିଥିଲା। ତେଣୁ ପାକିସ୍ତାନ ଏହାର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଏହାର ପୂର୍ବ ମ୍ୟାଚରେ ପାକିସ୍ତାନ ଆଫଗାନିସ୍ତାନକୁ ହରାଇଥିବାରୁ ଏହା ଦଳ ମଧ୍ୟରେ ଆତ୍ମବିଶ୍ୱାସ ବଢାଇପାରେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories