www.samajalive.in
Thursday, December 11, 2025
18.1 C
Bhubaneswar

ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ ଆଶଙ୍କା ; ୨୫ ହଜାରରୁ ଅଧିକ ପକ୍ଷୀଙ୍କୁ ମାରିବା ପାଇଁ ନିର୍ଦ୍ଦେଶ

ଥାନେ : ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ସୃଷ୍ଟି ହୋଇଛି ବାର୍ଡ ଫ୍ଲୁ ଭୟ । ହଠାତ ପ୍ରାୟ ଶହେରୁ ଅଧିକ କୁକୁଡାଙ୍କ ମୃତ୍ୟୁ ହେବା ଫଳରେ ଜିଲା ପ୍ରଶାସନର ଚିନ୍ତା ବଢିଛି। ହଠାତ ଏତେ ସଂଖ୍ୟାରେ କୁକୁଡା ମୃତ୍ୟୁକୁ ନେଇ ଜିଲାରେ ପୁଣି ଥରେ ବାର୍ଡ ଫ୍ଲୁର ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରାୟ ୨୫ କୁକୁଡାକୁ ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଥାନେର ଶାହପୁର ଅନ୍ତର୍ଗତ ଏକ ଗାଁରେ ଥିବା କୁକୁଡା ଫାର୍ମରେ ପ୍ରଥମେ ଶହେ କୁକୁଡାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପ୍ରଶାସନ ମୃତ କୁକୁଡାଙ୍କ ନମୁନା ପୁଣେସ୍ଥିତ ପରୀକ୍ଷାଗାରକୁ ପଠାଇଥିଲା। ଏହାପରେ ଥାନେର ଜିଲ୍ଲାପାଳଙ୍କ କହିବାନୁଯାୟୀ ସଂକ୍ରମଣ ଆଶଙ୍କାକୁ ନଜରରେ ରଖି ଫାର୍ମର ଏକ କିଲୋମିଟର ପର୍ଯ୍ୟନ୍ତ ଆସୁଥିବା ୨୫ହଜାରୁ ଅଧିକ ପକ୍ଷୀଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories