www.samajalive.in
Wednesday, December 10, 2025
26.1 C
Bhubaneswar

ଭୁବନେଶ୍ବର ବିମାନ ବନ୍ଦରକୁ ଏସିଆଇ ମାନ୍ୟତା

ଭୁବନେଶ୍ବର: କରୋନା ମହାମାରୀ ସମୟରେ ବିମାନ ବନ୍ଦର ଗୁଡିକରେ ଯାତ୍ରୀଙ୍କ ପାଇଁ କ’ଣ ସୁବିଧା ରହିଥିଲା ସେ ସମ୍ବନ୍ଧରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିଷଦ (ଏସିଆଇ) ପକ୍ଷରୁ ବିଶ୍ବସ୍ତରରେ ସମସ୍ତ ବିମାନ ବନ୍ଦରକୁ ନେଇ ‘ଯାତ୍ରୀଙ୍କ ସ୍ବର’ ନାମରେ ସର୍ବେକ୍ଷଣ କରାଯାଇଛି। ସର୍ବେକ୍ଷଣରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଭାଗ ନେଇଥିଲା। ସଂସ୍ଥାନ ପକ୍ଷରୁ ବିମାନ ବନ୍ଦର ଯାତ୍ରୀଙ୍କୁ ସୁବିଧା ଓ ଅସୁବିଧା ସଂକ୍ରାନ୍ତରେ ବୁଝିଥିଲେ। ସେବା ଉନ୍ନତ ପ୍ରଦର୍ଶନ ଥିବାରୁ ଏସିଆଇ ପକ୍ଷରୁ ଭୁବନେଶ୍ବର ବିମାନ ବନ୍ଦରକୁ ଗୁଣାତ୍ମକ ବିମାନ ସେବା ମାନ୍ୟତା ପାଇଁ ମନୋନୀତ କରିଛି। ଏହି ତାଲିକାରେ ଚେନ୍ନଇ, କଲକାତା, ଗୋଆ, ପୁନେ, ପାଟଣା, ଭୁବନେଶ୍ବର ଏବଂ ଚଣ୍ଡିଗଡ ବିମାନ ବନ୍ଦର ରହିଛି।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories