www.samajalive.in
Monday, December 8, 2025
24.1 C
Bhubaneswar

ରିଲାଏନ୍ସ ଜୁଏଲ୍ସର ନୂଆ ଗହଣା ଫ୍ଲୋରେଓ

ଭୁବନେଶ୍ବର: ଅଳଙ୍କାର ନିର୍ମାତା ଓ ବିକ୍ରେତା ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ବୃକ୍ଷଲତା ଓ ପୁଷ୍ପରାଜି ଅନୁପ୍ରେରିତ ଅଭିନବ ଓ ଆଧୁନିକ କଳାକୃତି ସମୃଦ୍ଧ ହୀରା ଅଳଙ୍କାର ବର୍ଗ ଫ୍ଲୋରେଓର ଶୁଭାରମ୍ଭ ହୋଇଯାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ବାର ହଜାର ଟଙ୍କା ରହିଥିବାବେଳେ ମାସ ଶେଷ ପର୍ଯ୍ୟନ୍ତ ଡ୍ରିମ୍‌ ଡାଏମଣ୍ଡ ସେଲ୍‌ ଯୋଜନା ଅଧୀନରେ ହୀରା ଗହଣା ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଓ ସୁନା ଗହଣା ଗଢ଼ା ମଜୁରି ଉପରେ ୨୫ ପ୍ରତିଶତ ରିଆତି ରହିଛି। ଏହି ନୂତନ ସଂଗ୍ରହ ସମସ୍ତ ରିଲାଏନ୍ସ ଜୁଏଲ୍ସ କମ୍ପାନୀ ବିକ୍ରୟ କେନ୍ଦ୍ରରେ ଓ କମ୍ପାନୀ ୱେବସାଇଟରେ ଉପଲବ୍ଧ ହେବ। ଗ୍ରାହକଙ୍କୁ ଉନ୍ନତ ଉତ୍ପାଦ ପ୍ରଦାନ କରିବା ଆମର ଲକ୍ଷ୍ୟ ବୋଲି ଏ ସମ୍ପର୍କରେ ସୂଚନା ପ୍ରଦାନ କରି ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନୀଲ ନାୟକ କହିଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories