www.samajalive.in
Sunday, December 14, 2025
23.1 C
Bhubaneswar

ଜଳୁଥିବା କାର୍‌ରୁ କୁକୁରକୁ ବଞ୍ଚାଇଲେ ପୋଲିସ୍‌ କର୍ମୀ ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ- ସାମାଜିକ ଗଣମାଧ୍ୟମମାନଙ୍କରେ ଏବେ ଏକ ପୋଷା କୁକୁରକୁ ଉଦ୍ଧାର କରାଯାଉଥିବା ଭିଜୁଆଲ୍‌ ବେଶ୍‌ ଭାଇରାଲ୍‌ ହୋଇଛି । ଏହି ଭିଡିଓରେ ଗୋଟି ପୋଷାକୁକୁରକୁ ଜଲୁଥିବା କର୍‌ ଭିତରୁ ପୋଲିସ୍‌ କର୍ମୀମାନେ ଉଦ୍ଧାରକରାଯାଉଥିବା ଦେଖିବା ପାଇଁ ମିଳିଛି । ଘଟଣାଟି ଆମେରିକାର କଲୋରାଡୋରେ ଘଟିଛି । ଜଣେ ବ୍ୟକ୍ତି ତାଙ୍କ ପୋଷା କୁକୁରକୁ କାର୍‌ର ପଛ ସିଟ୍‌ରେ ବସାଇ ନେଉଥିବା ବେଳେ ରାସ୍ତା ମଝିରେ କାର୍‌ ଟି ହୁତ୍‌ ହୁତ୍‌ ହୋଇ ଜଳି ଉଠିଥିଲା ।

ଚାଳକ ନିଜର ଜୀବନ ବଞ୍ଚାଇ ବାହାରକୁ ବାହାରି ଆସିଥିବା ବେଳେ ଅଣ ନିଶ୍ୱାସୀ ହୋଇ ପଡିଥିଲେ ଭିତରେ ତାଙ୍କର କୁକୁରଟି ରହିଯାଇଥିଲା । ସେ ତାକୁ ବାହାରକୁ ବାହାରକରିବାପାଇଁ କାର୍‌ର କାଚ ଭାଙ୍ଗିଥିଲେ । ହେଲେ କୁକୁରଟି ବାହାରକୁ ଆସି ପାରି ନଥିଲା । ସେଠାରେ ପହଞ୍ଚିଥିବା ପୋଲସ୍‌ଟିମ୍‌ର ସଦସ୍ୟମାନେ କୁକୁରକୁ ବାହାରକୁ ବାହାର କରିଥିଲେ। ଜଳୁଥିବା କାର୍‌ ଭିତରୁ ସେମାନେ କୁକୁରଟିକୁ ଉଦ୍ଧାରକରିଥିଲେ ।

- Advertisement -

ଏହାର ଭିଜୁଆଲ୍‌କୁ ଡଗଲାସ୍‌ କାଉଣ୍ଟି ଶେରିଫ୍‌ ଅଫିସ୍‌ ପକ୍ଷରୁ ସେୟାର କରାଯାଇଛି । ପୋଲିସ୍‌ଙ୍କରୁ ଏହି କାର୍ଯ୍ୟକ ସମସ୍ତେ ପ୍ରଶଂସା କରିଛନ୍ତି ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories