www.samajalive.in
Saturday, December 13, 2025
26.1 C
Bhubaneswar

କରୋନା କଟକଣା ମଧ୍ୟରେ ୫ ରାଜ୍ୟର ୬୯୦ ଆସନରେ ହେବ ମତଦାନ

ନୂଆଦିଲ୍ଲୀ : କରୋନା କଟକଣା ମଧ୍ୟରେ ଏଥର  ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବିଧାନସଭା ନିର୍ବାଚନ ହେବ । ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏଥର ଅନଲାଇନରେ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ। ‘ସୁବିଧା ଆପ୍’ରେ ମଧ୍ୟ ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ କରିପାରିବେ । ୫ ରାଜ୍ୟର ୬୯୦ ଆସନରେ ମତଦାନ ହେବ । ମୋଟ ୧୮ କୋଟି ୩୪ ଲକ୍ଷ ମତଦାତା ମତଦାନ କରିବେ। ମହିଳାଙ୍କ ପାଇଁ ସ୍ବତନ୍ତ୍ର ମତଦାନ କେନ୍ଦ୍ର ରହିବ।

-୫ଟି ରାଜ୍ୟରେ ୨ଲକ୍ଷ ୧୫ ହଜାର ୩୬୮ ମତଦାନ  କେନ୍ଦ୍ରରେ ଭୋଟଗ୍ରହଣ କରାଯିବ।

-ପ୍ରତି ମତଦାନ କେନ୍ଦ୍ରରେ ସର୍ବାଧିକ ୧୨୫୦ ଭୋଟର ମତଦାନ କରିପାରିବେ।

-ଉତ୍ତରପ୍ରଦେଶରେ ଅଧିକ ୨୯ ପ୍ରତିଶତ ନୂତନ ମତଦାତା

-ଜାନୁୟାରୀ ୧୫ ଯାଏ ରାଜନୈତିକ ଦଳ ତଥା ପ୍ରାର୍ଥୀମାନେ ରୋଡ ଶୋ’ କରିପାରିବେ ନାହିଁ

 

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories