www.samajalive.in
Friday, December 12, 2025
17.1 C
Bhubaneswar

ଶବର ସମାଜର ସାଧାରଣ ବୈଠକ

ରାମନାଗୁଡା : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁମୁଣ୍ଡା ପାକାଠାରେ ଶବର ସମାଜ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ସାଧାରଣ ବୈଠକରେ ମୁଖ୍ୟତଃ ଶବର ସମାଜର ଉନ୍ନତି ଏବଂ ବିଭିନ୍ନ କାର୍ଯ୍ୟଶୈଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ  ରାମନାଗୁଡା ବ୍ଲକ ସମେତ ଗୁଣୁପୁର ଉପଖଣ୍ଡରେ ବସବାସ କରୁଥିବା ବିଭିନ୍ନ ଗ୍ରାମର ଶବର ସମ୍ପ୍ରଦାୟର  ମୁଖିଆ ମାନେ ଯୋଗ ଦେଇଥିଲେ। ମରିଚଗୁଡାରୁ  ଗୁରୁପୁତ୍ର, ଶ୍ରୀ ଟିସାଙ୍ଗ ପ୍ଲାଈ ଗୋମାଙ୍ଗ ,ଦିଗାଙ୍ଗସ୍ମି ଗମାଙ୍ଗ, ଘନାନ୍ତ୍ରୀରୁ ଲମ୍ବଧର ଶବର, ମହଙ୍କାଳକୁଡିଆରୁ ହରି ଶବର, ଡମ୍ୱସରା  କଣ୍ଠ ଶବର, ଆନ୍ଧ୍ରପ୍ରଦେଶରୁ ପୋଟିୟା, ଚିନାର।ୟୁଡୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଗୁଲୁମୁଣ୍ଡାପାକାର କୃଷ୍ଣ ଶବର , ଗୁଣ ସାଇ ଶବର , ଶ୍ରିଂପାଇ ଶବର , ଏବଂ କନ୍ନୁ ଚରଣ ଗମାଙ୍ଗ ବୈଠକ ପରିଚାଳନା କରିଥିଲେ ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories