www.samajalive.in
Saturday, December 13, 2025
26.1 C
Bhubaneswar

ବାର୍ଦ୍ଧକ୍ୟକୁ ବିଳମ୍ବିତ କରେ ତୁଳସୀ ପତ୍ର

ତୁଳସୀ ପତ୍ର ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ମୋଟାପଣ ହ୍ରାସ କରିଥାଏ। ତୁଳସୀ ପତ୍ର ଖାଇବା ଦ୍ୱାରା ଗ୍ୟାସଟିକ, ଏସିଡିଟି ସହ ବିଭିନ୍ନ ପ୍ରକାରର ହଜମ ସହ ଜଡିତ ସମସ୍ୟା ଦୂର କରିଥାଏ।
ତୁଳସୀ ପତ୍ର ଶରୀର ଅନେକ ବିଷାକ୍ତ ପଦାର୍ଥକୁ ନିର୍ଗତ କରିବାରେ ବେଶ ସହାୟକ ହୋଇଥାଏ। ଫଳରେ ଶରୀର ସୁସ୍ଥ ରହିଥାଏ । ତୁଳସୀ ପତ୍ର ପାଟିରେ ଲୁଚି ରହିଥିବା ଜୀବାଣୁକୁ ଦୂର କରିଥାଏ। ଏହାର ସେବନ କରିବା ଦ୍ୱାରା ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ । ଅଣନିଶ୍ୱାସୀ ସମସ୍ୟା ଦୂର ହୋଇଥାଏ। ଶୀତ ସମୟରେ କାଶ-ଥଣ୍ଡା ସମସ୍ୟା ଅତି ସାଧାରଣ ହୋଇଯାଏ । ଏଭଳି ସମସ୍ୟାରେ ମଧ୍ୟ, ତୁଳସୀ ପତ୍ର ଶରୀରକୁ ଆରାମ ଦେବା ଏବଂ ରୋଗର ମୁକାବିଲା ପାଇଁ ସହାୟକ ହୋଇଥାଏ ।
ତୁଳସୀ ପତ୍ରରେ ଥିବା ପୋଷକ ତତ୍ତ୍ୱ ମାନସିକ ଚିନ୍ତାକୁ ଦୂର କରିବା ସହ ମନକୁ ଶାନ୍ତ ରଖିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories