www.samajalive.in
Monday, December 8, 2025
24.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

କୋଭିଡର ନୂଆ ପ୍ରକରଣକୁ ନେଇ ଦେଶରେ ପୁଣି ବଢିଲା ସଂକ୍ରମଣ ଭୟ; ସମସ୍ତ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

କୃଷକ ଆନ୍ଦୋଳନକୁ ବର୍ଷେ ପୁରିଲା; ଆଜି କୃଷକଙ୍କ ମହା ପଞ୍ଚାୟତ

- Advertisement -

ଆଜି ପାଳନ କରାଯାଉଛି ସମ୍ବିଧାନ ଦିବସ

ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିକୁ ଭାରତ ଚାରିବର୍ଷ ପାଇଁ ନିର୍ବାଚିତ

ମିଜୋରାମରେ ବଡଧରଣର ଭୂକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୬.୧

ମହାନଦୀରେ ବୁଡିଗଲେ ୪ ଛାତ୍ର; ୩ ମୃତତେହ ଉଦ୍ଧାର

ରାଜ୍ୟରେ ୨୧୯ ନୂଆ ସଂକ୍ରମିତ; ୨ ମୃତ

ମୃତକଙ୍କ ମଧ୍ୟରେ ଜଣେ ଖୋର୍ଦ୍ଧା ଓ ଅନ୍ୟଜଣେ ଝାରସୁଗୁଡା ଜିଲାର

ସଂଗରୋଧରୁ ୧୩୧ ଓ ସ୍ଥାନୀୟ ସଂକ୍ରମିତ ୮୮

ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୩୨ ଜଣ

ଅନୁଗୁଳରେ ୧, ବାଲେଶ୍ୱର ୪, ଭଦ୍ରକ ୨, ବଉଦ ୧, କଟକ ୧୫, ଢେଙ୍କାନାଳ ୧, ଗଞ୍ଜାମ ୬, ଜଗତସିଂହପୁର ୫ ଓ ଯାଜପୁରେ ୯ ଜଣ ଚିହ୍ନଟ

ଝାରସୁଗୁଡାରେ ୪, କେନ୍ଦ୍ରାପଡା ୩, କେନ୍ଦୁଝର ୩, ଖୋର୍ଦ୍ଧା ସର୍ବାଧିକ ୯୬, ମାଲକାନଗିରି ୧, ମୟୁରଭଞ୍ଜ ୧୫, ନୟାଗଡା ୪ ଓ ପୁରୀରେ ୫ ଚିହ୍ନଟ ହୋଇଛନ୍ତି

ରାୟଗଡାରେ ୨, ସମ୍ବଲପୁର ୧୦, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୨୩୫ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୨୩୮୫ ସକ୍ରିୟ କରୋନା ରୋଗୀ ଥିବା ଜଣାଯାଇଛି

ଦେଶରେ ଚିହ୍ନଟ ହେଲେ ୧୦,୫୪୯ ନୂଆ ଆକ୍ରାନ୍ତ

ଦିନକ ମଧ୍ୟରେ କରୋନାରୁ ୯୮୬୮ ଜଣ ସୁସ୍ଥ ହୋଇଛନ୍ତି

ଆରୋଗ୍ୟ ହାର ୯୮.୩୩%

ଦେଶରେ ମୋଟ ୩,୩୯,୭୭,୮୩୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି

ଗୁରୁବାର ସଂଧ୍ୟା ସୁଦ୍ଧା ମୋଟ ୧୨୦.୨୭ କୋଟି ପାନ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି

କର୍ଣ୍ଣାଟକ ମେଡିକାଲ କଲେଜର ୬୬ ଡାକ୍ତରୀ ଛାତ୍ର କରୋନା ସଂକ୍ରମିତ

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories