www.samajalive.in
Saturday, December 6, 2025
19.1 C
Bhubaneswar

ଆଦର୍ଶ ପ୍ରଧାନଶିକ୍ଷକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ

ବାଙ୍କୀ : ସ୍ଥାନୀୟ ବ୍ରହ୍ମପୁରା ଗ୍ରାମରେ ଆଦର୍ଶ ପ୍ରଧାନଶିକ୍ଷକ ଶରତ କୁମାର ଭଞ୍ଜଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶୁକ୍ରବାର ଦିନ ସନ୍ଧ୍ୟାରେ ପ୍ରକୃତିବନ୍ଧୁ ରମାକାନ୍ତ ଭଞ୍ଜଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ ଗୈାରାଙ୍ଗ ଦେବତା,ଜଗନ୍ନାଥ ପ୍ରଧାନ,ସମାଜସେବୀ ବେଣୁଧର ବ୍ରହ୍ମ ପ୍ରମୁଖ ଯୋଗଦେଇ ନିର୍ଭିକ, ସ୍ପଷ୍ଟବାଦୀ,ପରୋପକାରୀ ଓ ମାନବବାଦର ପ୍ରତିକ ସ୍ୱର୍ଗତ ଭଞ୍ଜଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷକ ବଳରାମ ମୁଦୁଲି,ବେଣୁଧର ଜେନା, ନିବାସ ବେହେରା,ମିନାକ୍ଷୀ ପ୍ରଧାନ,ସୁମିତ ପ୍ରଧାନ,ସକୁନ୍ତଳା ମଲ୍ଲିକ,ମିଟୁ ବେହେରା,ଦିପକ ଭଞ୍ଜ,ବୈକୁଣ୍ଠ ମୁଦୁଲି,ଦୁସଃାସନ ମହାରଣା,ବେଣୁଧର ଦେବତା,ଯୁଧିଷ୍ଠିର ଦେବତା,ପ୍ରମୋଦ କୁମାର ପରିଡା ପ୍ରମୁଖ ଯୋଗଦେଇ ଦିବ୍ୟଙ୍ଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇ ସ୍ମୃତିଚାରଣ କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories