www.samajalive.in
Saturday, December 13, 2025
26.1 C
Bhubaneswar

ଆରଡ଼ିରେ ବନ୍ୟା ପରିସ୍ଥିତି, ବିଭିନ୍ନ ଅଞ୍ଚଳକୁ ଯାତାୟତ ଠପ୍

ଆରଡ଼ି : ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଛି । ବୋଦକା ନିକଟରେ ଆଖଣ୍ଡଳମଣୀ ରାସ୍ତା ଦବି ଯାଇଛି । ଯାଜପୁର ୨୦ ନମ୍ବର ଜାତୀୟ ରାଜପଥରେ ୩୦ ଫୁଟ୍ ଉଚ୍ଚର ଜଳ ପ୍ରବାହିତ ହେଉଛି । ବର୍ତ୍ତମାନ ସୁଦ୍ଧା ୨୪ ଗାଁ ବନ୍ୟା ଘରରେ ରହିଥିବା ଜଣାପଡିଛି । ଭଦ୍ରକ ଜିଲାର ଆରଡି,ମତ୍ତ,ଚାନ୍ଦବାଲି ଓ ଯାଜପୁର ଜିଲାକୁ ଯାତାୟତା ଠପ୍ ହୋଇ ଯାଇଛି । ଆରଡ଼ିର ପାନ୍ଥନିବାସ ସମେତ ଅନେକ ସ୍ଥାନରେ ବନ୍ୟା ଜଳପ୍ରବେଶ କରିବା ସହ ଏକାଧିକ ଚାଷ ଜମି ଜଳମଗ୍ନ ହୋଇଛି।

 

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories