www.samajalive.in
Saturday, December 13, 2025
21.1 C
Bhubaneswar

ପରଲୋକରେ ମନୋରଞ୍ଜନ ଜଗତର ପ୍ରସିଦ୍ଧ କଳାକାର ୟୁସୁଫ୍ ହୁସେନ୍

ମୁମ୍ବଇ :  ମନୋରଞ୍ଜନ ଜଗତର ପ୍ରସିଦ୍ଧ କଳାକାର ୟୁସୁଫ୍ ହୁସେନ୍ ଙ୍କ ଆଜି ପରଲୋକ ହୋଇଛି। ପ୍ରସିଦ୍ଧ ନିର୍ଦ୍ଦେଶକ ହଂସଲ୍‍ ମେହେତା ଏହି ଦୁଃଖଦ ଘଟଣା ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ୟୁସୁଫ ହୁସେନ୍‌ଙ୍କୁ ହଂସଲ୍‍ ମେହେତା ଅତ୍ୟନ୍ତ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଲେଖିଛନ୍ତି, ‘ମୁଁ ‘ସହିଦ’ ଚଳଚ୍ଚିତ୍ର  ୨ଟି ପର୍ଯ୍ୟାୟ ସୁଟିଂ ପୂରଣ କରିସାରିବା ପରେ ଅଟକି ଯାଇଥିଲୁ ।  ଏପରି ପରିସ୍ଥିତିରେ ୟୁସୁଫ୍ ମୋ ନିକଟକୁ  ଆସିଥିଲେ ସେ ମୋତେ ଜମା କରିଥିବା ଟଙ୍କା ଦେଇଥିଲେ। ସେ ମୋର ଶ୍ୱଶୁର ନୁହଁନ୍ତି ବରଂ ବାପା ’।
ୟୁସୁଫ ହୁସେନ୍ ବିବାହ , ଧୁମ୍ ୨, ଖୋୟା ଖୋୟା ଚାନ୍ଦ ଏବଂ ରୋଡ ଟୁ ସଙ୍ଗମ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ। ତାଙ୍କ ମୃତ୍ୟୁ ଖବର ସମଗ୍ର ଚଳଚ୍ଚିତ୍ର ଜଗତକୁ ଏବଂ ପ୍ରଶଂସକଙ୍କୁ ଗଭୀର ଆଘାତ ଦେଇଛି। ତାଙ୍କ ମୃତ୍ୟୁକୁ ନେଇ ବଲିଉଡ ତାରକାମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories