www.samajalive.in
Monday, December 8, 2025
24.1 C
Bhubaneswar

ଗୋପାଳପୁର ‘ସମାଜ’ ବିକ୍ରେତାଙ୍କ ପରଲୋକ

ଗୋପାଳପୁର : ଗୋପାଳପୁର ବଜାର ବାସିନ୍ଦା ତଥା ଦୈନିକ ଖବରକାଗଜ ସମାଜର ବିକ୍ରେତା (ଏଜେଣ୍ଟ) ଘନଶ୍ୟାମ ସାହୁଙ୍କ ୯୨ ବର୍ଷ ବୟସରେ ନିଜ ବାସଭବନରେ ଗତ ମଙ୍ଗଳବାର ରାତି ସାଢ଼େ ୯ ଟାରେ ପରଲୋକ ଘଟିଛି। ସ୍ବର୍ଗତ ସାହୁ ଦୀର୍ଘ ୪୦ ବର୍ଷ ଧରି ସମାଜର ଗୋପାଳପୁର ବିକ୍ରେତା  ଭାବେ କାର୍ୟ୍ୟ କରି ଆସୁଥିଲେ। ମୃତ୍ୟୁ ବେଳକୁ ପୁଅ ଉମାଚରଣ, ଅନାଦି, ହରି ବୋହୂ ନମିତା, ରଶ୍ମି, ଶୁଭଶ୍ରୀଙ୍କ ସମେତ ଝିଅ ତମାଳ ଓ ଜ୍ବାଇଁ ସୋମନାଥ ସମେତ ନାତି ଓ ନାତୁଣୀ ଅରବିନ୍ଦ,ଶୁଭନ,ସମୀର,ସୁରଜ, କିରଣ,ଦିପକ,ସନ୍ତୋଷୀ ଓ ଶୁଭଶ୍ରୀୟା ପ୍ରମୁଖ ଉପସ୍ଥିତ ଥିଲେ। ଖବର ପାଇ ଗୋପାଳପୁରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବର୍ଗତ ଘନଶ୍ୟାମ ଜଣେ ପରୋପକାରୀ , ମିଷ୍ଟଭାଷୀ ବ୍ୟକ୍ତି ଭାବରେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ଘନଶ୍ୟାମଙ୍କ ପରଲୋକରେ ଗୋପାଳପୁରରେ ଶୋକର ଛାୟା ଖେଳିଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories