www.samajalive.in
Sunday, December 14, 2025
26.1 C
Bhubaneswar

ଆଇପିଏଲ୍‍ କ୍ରିକେଟ : ଆଜି ଚେନ୍ନାଇ ଓ କୋଲକତା ମଧ୍ୟରେ ଫାଇନାଲ ମୁକାବିଲା

ଦୁବାଇ : ଆଇପିଏଲ୍‍ କ୍ରିକେଟର ଫାଇନାଲରେ ଆଜି ଚେନ୍ନାଇ ସୁପରକିଙ୍ଗ୍‍ସ ଓ କୋଲକତା ନାଇଟ୍‍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ଦୁବାଇରେ ଆଜି ସନ୍ଧ୍ୟା ସାଢେ ୭ ଟାବେଳେ ମ୍ୟାଚ ଖେଳାଯିବ । ପ୍ରଥମ ଯୋଗ୍ୟତା ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗ୍‍ସ ଦିଲ୍ଲୀ କ୍ୟାପିଟାଲସକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ଯୋଗ୍ୟତା ମ୍ୟାଚରେ କୋଲକାତା ନାଇଟ୍‍ ରାଇଡର୍ସ’ ଦିଲ୍ଲୀ କ୍ୟାପିଟାଲ୍‍ସକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି ।

ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ୍‍ ତିନିଥର ଟାଇଟଲ ବିଜୟୀ ହୋଇଥିବାବେଳେ କୋଲାକାତା ନାଇଟ୍‍ ରାଇଡର୍ସ ଦୁଇଥର ଟାଇଟଲ ହାସଲ କରିଛି ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories