www.samajalive.in
Saturday, December 13, 2025
26.1 C
Bhubaneswar

୫୦୦ଲିଟର ପୋଚ, ୪୦ ଲିଟର ମଦ ସହ ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ 

ପାପଡାହାଣ୍ଡି:  ନବରଙ୍ଗପୁର ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ଙ୍କ ନିର୍ଦେଶ କ୍ରମେ ଅବକାରୀ ଇନ୍ସପେକ୍ଟର ସୁଧୀର ସାହୁ ଙ୍କ ତତ୍ତ୍ୱବଧାନ ରେ ପାପଡାହାଣ୍ଡି ଶବ ଇନ୍ସପେକ୍ଟର ହର ପ୍ରସାଦ ରକ୍ଷନା ଙ୍କ ନେତୃତ୍ୱରେ ପାପଡାହାଣ୍ଡି ର ବିଭିନ୍ନ ଅଂଚଳ ଡ଼େଙ୍ଗାଗୁଡ଼ା, ଗୁମିଦରା, ପେଟୁଗୁଡା, ପ୍ରଧାନୀଗୁଡା, ମୈଦଲପୁର, ପକନାଗୁଡ଼ା, ଗଦବାକାତ୍ରା ଏବଂ ପାପଡାହାଣ୍ଡି ଅଂଚଳରେ ଚଢ଼ାଉ କରି ୪୦ ଲିଟର ଦେଶୀ ରନ୍ଧା ମଦ ସହ ୫୦୦ ଲିଟର ପୋଚ ଜବତ କରି ଏଥିରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତ ସୁଦର୍ଶନ ହରିଜନ, ଜଗେଶ୍ୱର ଦଳାଇ ଏବଂ ଲଛମନ ବିଶୋଇକୁ ଗିରଫ କରି କୋର୍ଟ ଚାଲାଣ କରିଅଛି। ଏହି ଚଢ଼ାଉ ସମୟରେ ଅବକାରୀ ଏ ଏସ ଆଇ ଅମୀୟ ଖଞ୍ଜା, ଜଗବନ୍ଧୁ ଜାନି, ବକ୍ଷଲକୃଷ୍ଣ ନାୟକଙ୍କ ସମେତ ରଞ୍ଜି ଜାନି, ଦେବେନ୍ଦ୍ର ସମରଥ, ରଂଜିତା ସିଂ ପ୍ରମୁଖ ସମୀଲ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories