www.samajalive.in
Monday, December 8, 2025
24.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ୱାଶିଂଟନ ଡିସିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତୀୟ ବଂଶୋଦଭବଙ୍କ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ଜାତିସଂଘରେ ତାଲିବାନର ପ୍ରତିନିଧିତ୍ୱକୁ ବିଶ୍ୱ ସମୁଦାୟର ଦୃଢ ବିରୋଧ

- Advertisement -

ପ୍ରବାସୀ ଭାରତୀୟ ହେଉଛନ୍ତି ଆମର ସାମର୍ଥ୍ୟ: ପ୍ରଧାନମନ୍ତ୍ରୀ ମୋଦି

ରାଜ୍ୟରେ ଆଉ ୭ କରୋନା ରୋଗୀଙ୍କ ମୃତ୍ୟୁ

ଅନୁଗୁଳ, କଟକ, ଯାଜପୁର, ଖୋର୍ଦ୍ଧା ଜିଲାରୁ ଜଣେ ଲେଖାଏଁ ମୃତକ

ନବରଙ୍ଗପୁର, ପୁରୀ ଓ ସୁନ୍ଦରଗଡ ଜିଲାରେ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି

ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୫୭କୁ ବୃଦ୍ଧି

ଦେଶରେ ୨୪ ଘଣ୍ଟାରେ ୩୧,୯୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୮୨ ମୃତ

ଦୈନିକ ସଂକ୍ରମଣ ହାର ୨.୦୯% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୧୧% ରହିଛି

ଦିନକ ମଧ୍ୟରେ ୨୮୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୪୬,୦୫୦କୁ ବୃଦ୍ଧିପାଇଛି

ସଂପ୍ରତି ୩,୦୧,୬୦୪ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦିନକ ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ୩୧,୯୨୩ ନୂଆ କରୋନା ରୋଗୀଙ୍କ ମଧ୍ୟରେ କେବଳ କେରଳରୁ ୧୯,୬୭୫ ରୋଗୀ

ଦିନକ ମଧ୍ୟରେ କେରଳରେ ୧୪୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ରାଜ୍ୟରେ ଦିନକରେ ୬୪୪ ନୂଆ କୋଭିଡ ଆକ୍ରାନ୍ତ

ସଂଗରୋଧରୁ ୩୭୫ ଏବଂ ସ୍ଥାନୀୟ ସଂକ୍ରମିତ ୨୬୯

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ପିଲା ଓ କିଶୋର ୭୨ ଜଣ

ଅନୁଗୁଳ ଜିଲାରେ ୧୪, ବାଲେଶ୍ୱର ୩୪, ଭଦ୍ରକ ୭, ବଲାଙ୍ଗିର ୫ ଓ କଟକରେ ୭୭ ଚିହ୍ନଟ

ଦେବଗଡରେ ୪, ଢେଙ୍କାନାଳ ୬, ଗଜପତି ୧, ଗଞ୍ଜାମ ୬, ଜଗତସିଂହପୁରରେ ୨୮ ଚିହ୍ନଟ

ଯାଜପୁରରେ ୨୦, ଝାରସୁଗୁଡାରେ ୫, କନ୍ଧମାଳ ୧, କେନ୍ଦ୍ରାପଡା ୧୧, କେନ୍ଦୁଝରରେ ୧ ଏବଂ ଖୋର୍ଦ୍ଧାରେ ୨୮୩ ଚିହ୍ନଟ ହୋଇଛନ୍ତି

ମାଲକାନଗିରିରେ ୫, ମୟୁରଭଞ୍ଜ ୧୫, ନୟାଗଡ ୬, ପୁରୀ ୨୨, ରାୟଗଡା ୨

ସମ୍ବଲପୁର ୧୦, ସୋନପୁର ୧, ସୁନ୍ଦରଗଡ ୧୩ ଓ ଷ୍ଟେଟପୁଲରୁ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ

୨୦୨୫ ସୁଦ୍ଧା ଓଡ଼ିଶାରୁ ବାର୍ଷିକ ୧ ଲକ୍ଷ କୋଟି ଟଙ୍କା ରପ୍ତାନି ଲକ୍ଷ୍ୟ

ସମ୍ବଲପୁରରେ ଜୁଆ ଆଡ୍ଡା ଉପରେ ଚଢଉ; ୧୪ ଗିରଫ

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories