www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧ଟା – ମୁଖ୍ୟ ଖବର

ଉପରେ ମୁଣ୍ଡରେ ବର୍ଷା : ହୀରାକୁଦରେ ୧୨ଟି ଗେଟ୍‍ ଦେଇ ହେଉଛି ଜଳ ନିଷ୍କାସନ

ମଙ୍ଗଳ ଗ୍ରହରେ ଘର କରିବାକୁ ନୂଆ କସମିକ କଂକ୍ରିଟର ବିକାଶ

- Advertisement -

ପାକ ସମର୍ଥିତ ଖଲିସ୍ତାନି ଆତଙ୍କି ଗୋଷ୍ଠୀ ଆମେରିକାରେ ବଳ ଜୁଟାଉଛନ୍ତି-ରିପୋର୍ଟ

ଆଫଗାନିସ୍ତାନକୁ ନେଇ ଦୋମୁହାଁ ନୀତି ପାଇଁ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକଲେ ଆମେରିକୀୟ ସାଂସଦ

ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୫୭ କରୋନା ସଂକ୍ରମିତ ; ଶୂନ୍ୟରୁ ୧୮ ମଧ୍ୟରେ ୭୩,ସଙ୍ଗରୋଧରୁ ୨୬୫,ସ୍ଥାନୀୟ ୧୯୨

ଶୂନ୍ୟରୁ ୧୮ ମଧ୍ୟରେ ୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୨୬୫,ସ୍ଥାନୀୟ ୧୯୨ ଚିହ୍ନଟ
ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୧୭,୭୧୮କୁ ବୃଦ୍ଧି

୧୦,୦୩,୬୦୩ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫,୯୪୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

୨୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫, ବାଲେଶ୍ୱର ୨୮, ବରଗଡ ୪, ଭଦ୍ରକ ୧୦, ବଲାଙ୍ଗୀର ୧, କଟକ ୪୪, ଦେଓଗଡ ୩

ଢେଙ୍କାନାଳ ୧, ଗଜପତି ୩, ଗଞ୍ଜାମ ୮, ଜଗତସିଂହପୁର ୧୦, ଯାଜପୁର ୧୮, ଝାରସୁଗୁଡା ୨, କଳାହାଣ୍ଡି ୧, କେନ୍ଦ୍ରାପଡା ୩, କେନ୍ଦୁଝର ୩, ଖୋର୍ଦ୍ଧା ୨୦୭

କୋରାପୁଟ ୪, ମାଲକାନଗିରି ୧, ମୟୁରଭଞ୍ଜ ୧୯, ନବରଙ୍ଗପୁର ୪, ନୟାଗଡ ୪, ପୁରୀ ୭, ରାୟଗଡା ୭, ସମ୍ବଲପୁର ୩, ସୁନ୍ଦରଗଡ ୧୦, ଷ୍ଟେଟ ପୁଲରୁ ୪୭

ଦେଶରେ ୨୪ ଘଣ୍ଟାରେ ଆଉ ୨୭ ହଜାର ୧୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୧୬,୭୫୫

ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୮୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୩,୪୯୭

ଦିନକରେ ଆଉ ୩୮,୦୧୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୨୫,୨୨,୧୭୧ ସୁସ୍ଥ
୩,୫୧,୦୮୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

୨୪ ଘଣ୍ଟାରେ ଆଉ ୬୧,୧୫,୬୯୦ ଟିକା ନେଇଥିବା ବେଳେ ମୋଟ ୭୫,୮୯,୧୨,୨୭୭ ଟିକା ନେଇ ସାରିଛନ୍ତି

ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩,କଟକରୁ ୨, ଯାଜପୁରର ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି

ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୧୧୪

ବ୍ରାହ୍ମଣୀ ନଦୀରେ ମାଟିଆପଡା ନିକଟରେ ୨ଟି ଘାଇ ; ସାହୁପଡା ଓ ଧାରପୁର ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ, ଘାଇ ଯୋଗୁଁ ଏକାଧିକ ପଞ୍ଚାୟତ ଜଳାର୍ଣ୍ଣବ

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories