www.samajalive.in
Monday, December 8, 2025
13.1 C
Bhubaneswar

ଗୋରୁ ବୋଝେଇ ଗାଡି ଜବତ; ଚାଳକ ଗିରଫ

ବେଗୁନିଆ  : ଏକ ଟାଟା ଏ ସି ଗାଡ଼ିରେ ୧୩ ଟି ଗାଈ ବଳଦ ବୋଝେଇ କରି ଭୁବନେଶ୍ୱର ଅଭିମୁଖେ ନେଇ ଯାଉଥିବା ଗୋରୁ ଗାଡିଟିକୁ  ସନ୍ଧ୍ୟାରେ ବେଗୁନିଆ ପୁଲିସ ଟୀକାତାଳ ଠାରୁ ଜବତ କରିବା ସହିତ ଗାଡି ଚାଳକକୁ ଗିରଫ କରିଛି ।ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀଙ୍କ ନିର୍ଦେଶ କ୍ରମେ ଥାନା ଏ ଏସ ଆଇ ସରୋଜକୁମାର ସେନାପତି ,ପୀତବାସ ମହାନ୍ତି ଏବଂ କନେଷ୍ଟବଳ ରତ୍ନାକର ବେହେରା ପ୍ରମୁଖ ସୁନଖଳା ଆଡୁ ଆସୁଥିବା ଗୋରୁ ବୋଝେଇ ଗାଡିଟିକୁ ଟିକାତାଳଠାରେ ଜବତ କରି ଥାନାକୁ ଆଣିଥିଲେ ।ଗୋରୁଗୁଡିକ ଭୁବନେଶ୍ୱର ନିକଟସ୍ଥ ସିଜୁଆ ଗୋଶାଳା ରେ ଛଡ଼ାଯାଇଥିବା ବେଳେ ଗାଡି ଚାଳକ କଡବ ଗ୍ରାମର ଶେଖ ମୋହସିନଙ୍କ ପୁଅ ଶେଖ ଲିଆକତଙ୍କୁ ପୁଲିସ ଗିରଫ କରି ୧୭୬/୨୧ନଂ କେଶ ରୁଜୁ କରିଛି ।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories