www.samajalive.in
Saturday, December 6, 2025
16.1 C
Bhubaneswar

ପୁରୀ ସ୍ବର୍ଣ୍ଣାଭ ବେଳାଭୂମିର ଆକର୍ଷଣୀୟ ଦୃଶ୍ୟ

ପୁରୀ : ଭକ୍ତଙ୍କ ପାଇଁ ଖୋଲିସାରିଛି ଶ୍ରୀମନ୍ଦିର। ତାଲାବନ୍ଦ ପରେ ମନ୍ଦିର ଖୋଲିବା ପରେ ପ୍ରତିଦିନ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ହେଉଛନ୍ତି। ଏଣିକି ଶନିବାର ମଧ୍ୟ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିବେ। ତେବେ ଜଗତରନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ପର୍ଯ୍ୟଟକଙ୍କୁ ବେଶ ବିମୋହିତ କରିଥାଏ ପୁରୀ ସମୁଦ୍ର। ଗତକାଲି ସନ୍ଧ୍ୟାରେ ବେଳାଭୂମିର ଅପୂର୍ବ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଛି।

ନୀଳ,ନାଲି ଆକାଶ ଆକାଶ ସହ ନୀଳ ସମୁଦ୍ରର ସୁନ୍ଦର ରୂପ ଦେଖାଯାଇଛି। ପୁରୀ ସ୍ବର୍ଣ୍ଣାଭ ବେଳାଭୂମିର ଆକର୍ଷଣୀୟ ଦୃଶ୍ୟ। ଗତକାଲି ସନ୍ଧ୍ୟାର ସୂର୍ଯ୍ୟାସ୍ତ ଓ ଆଜିର ସୂର୍ଯ୍ୟୋଦର ଦୃଶ୍ୟ ସଭିଁଙ୍କ ମନକୁ ବିମୋହିତ କରୁଛି। ଏହାହିଁ ପୂରୀ ବେଳାଭୂମିର ପ୍ରାକୃତିକ ଶୋଭା, ମୁଖ୍ୟ ଆକର୍ଷଣ ଆଉ ସ୍ୱତନ୍ତ୍ରତା। ଏଥିପାଇଁ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ଟାଣି ହୋଇ ଆସନ୍ତି ଏଠାକୁ। ପୁରୀ ବେଳାଭୂମିରେ ବସି ସୂର୍ୟ୍ୟାସ୍ତ ଏବଂ ସୂର୍ୟ୍ୟୋଦୟ ଦେଖିବା ଅନୁଭୂତି ବାସ୍ତବରେ ଅବର୍ଣ୍ଣନୀୟ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories