www.samajalive.in
Sunday, December 14, 2025
26.1 C
Bhubaneswar

ବର୍ଷାରେ ଭିଜି ବେପାର କରୁଛନ୍ତି ଉଠାଦୋକାନୀ

ଗଞ୍ଜାମ: ଗଞ୍ଜାମ ସହର ମଧ୍ୟ୍ୟରେ ବ୍ୟବସାୟ କରୁଥିବା ଉଠାଦୋକାନୀମାନଙ୍କ ଅବସ୍ଥା କହିଲେ ନସରେ । କେତେବେଳେ ଖରା ତ କେତେବେଳେ ଶୀତ କାକର ପୁଣି କେତେବେଳେ ବର୍ଷାରେ ଭିଜି ଭିଜି ବେପାର କରିବାକୁ ପଡିଥାଏ । ସେମାନଙ୍କ ପାଇଁ କୌଣସି ସୁବିଧା ନାହିଁ । ଫଳରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ବ୍ୟବସାୟୀମାନେ। ଏନେଇ ବଣିକ ସଙ୍ଘ ପକ୍ଷରୁ ଭେଣ୍ଡିଂ ଜୋନ ନିର୍ମାଣ ନେଇ ଏନ.ଏ.ସି କୁ ଲିଖିତ ଭାବେ ଦେଇଥିଲେ ଏବଂ ବହୁବାର କୁହାଯାଇଥିଲେ ମଧ୍ୟ ସେଥିପାଇଁ ପଦକ୍ଷେପ ନିଆ ଯାଇନାହିଁ । ଯାହାକୁ ନେଇ ବଣିକ ସଙ୍ଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଯାହାକି ନିଜ୍ୟୁ ଓଡିଶା ୨୪କୁ ସଙ୍ଘର ସଭାପତି ଶଙ୍କର ବାରିକ, ସମ୍ପାଦକ କାଁହୁ ପଣ୍ଡା କହିଛନ୍ତି ସୂଚନା ଦେଇଛନ୍ତି ।

ପ୍ରକାଶ ଯୋଗ୍ୟ ଯେ, ଲଘୁଚାପ ଜନିତ ବର୍ଷାରେ କିଭଳି ଭାବେ ଭିଜି ଭିଜି ବ୍ୟବସାୟୀମାନେ ବେପାର କରୁଥିବା ଦେଖିବାକୁ ମିଳିଛି। ଯାହାକି ଅତ୍ୟନ୍ତ ବ୍ୟବସାୟୀ ପାଇଁ ଦୁଃଖର ବିଷୟ ବୋଲି ସେମାନେ କହିଛନ୍ତି । କେବଳ ସ୍ଥାନ ଚିହ୍ନଟ ହେଉଛି ମାତ୍ର କାର୍ୟ୍ୟକାରୀ ହେଉନି ବୋଲି ସାଧାରଣରେ ଆଲୋଚନା ହେଉଛି। ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories