www.samajalive.in
Wednesday, December 10, 2025
16.1 C
Bhubaneswar

ନିଖୋଜ ହେବାର ୯ ବର୍ଷ ପରେ ମିଳିଲା ରହସ୍ୟମୟୀ ଜାହାଜ

ନୂଆଦିଲ୍ଲୀ: ଦୀର୍ଘ ୯ ବର୍ଷ ପୂର୍ବେ ରହସ୍ୟମୟ ଭାବେ ନିଖୋଜ ହୋଇଥିବା ଜାହାଜଟି ଗତ ସପ୍ତାହରେ ଠାବ ହୋଇଛି । ଭାରତ ମହାସାଗର ମିଆଁମାର ସମୁଦ୍ର ତଟ କୂଳରେ  ‘ସାମ୍ ରାତଲାଙ୍ଗି ପିବି ୧୬୦୦’ ଜାହାଜ ଜଙ୍କ୍ ଲାଗିଥିବା ଅବସ୍ଥାରେ ମିଳିଥିଲା। ଏଥିରେ କେହି ଚାଳକଙ୍କ ସଦସ୍ୟ ନଥିବା ବେଳେ କୌଣସି ଜିନିଷପତ୍ର ରହିଥିବା ଦେଖିବାକୁ ମିଳି ନଥିଲା । ଏଥିରେ ଇଣ୍ଡୋନେସିଆର ପତାକା ଲାଗିଥିବା ଦେଖିବାକୁ ମିଳିଛି।

ସମୁଦ୍ରରେ ଏଭଳି ଦାବିଦାର ନଥିବା ଜାହାଜ ମିଳିବା ଏହା ହେଉଛି ପ୍ରଥମ ଘଟଣା । ମିଆଁବାରର ବାଣିଜ୍ୟିକ ରାଜଧାନୀ ତଟର ମାତ୍ର ୧୧ କିମି ଦୂରତାରେ ଜାହାଜଟି ରହିଥିବା ପ୍ରଥମେ ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ । ପରେ ସେମାନଙ୍କ ସ୍ଥାନୀୟ ପୁଲିସକୁ ଖବର କରିଥିଲେ ।

- Advertisement -

ସୂଚନାଯୋଗ୍ୟ, ୨୦୦୯ ମସିହାରେ ଶେଷ ଥର ପାଇଁ ଏହି ଜାହାଜଟିର ବେତାର ଯନ୍ତ୍ର ତାଇବାନ ନିକଟରେ ରହିଥିବା ସୂଚନା ଦେଇଥିଲା । ଏହି ଜାହାଜଟି ୨୦୦୧ ମସିହାରେ ନିର୍ମାଣ ହୋଇଥିବା ଜଣାପଡିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories