www.samajalive.in
Sunday, December 14, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଦେଶରେ ସଂକ୍ରମିତ ତୁଳନାରେ ବୃଦ୍ଧି ଆରୋଗ୍ୟ ସଂଖ୍ୟା ; ନୂଆ ସଂକ୍ରମିତ ୩୯,୦୭୦

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୩୪,୪୫୫କୁ ବୃଦ୍ଧି

- Advertisement -

ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୯୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୭,୮୬୨

ଦିନକରେ ଆଉ ୪୩,୯୧୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୧୦,୯୯,୭୭୧ ସୁସ୍ଥ

୪,୦୬,୮୨୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ଦିନକରେ ୫୫,୯୧,୬୫୭ ଟିକା ନେଇଥିବା ବେଳେ ୫୦,୬୮,୧୦,୪୯୨ ମୋଟ ଟିକା ନେଇ ସାରିଛନ୍ତି

ରାଜ୍ୟରେ ଦିନକରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ  ;  ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୩୫

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୨୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୧୮ , ସ୍ଥାନୀୟ ୫୨୫

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୭,୦୭୦କୁ ବୃଦ୍ଧି

ମୋଟ  ୯,୬୮,୪୫୩ ସୁସ୍ଥ

୧୨,୧୨୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ଟୋକିଓରେ ଭାରତ ଟେକ ;  ୧ ସ୍ବର୍ଣ୍ଣ ସହ ୭ ପଦକ, ଟପିଲା ଲଣ୍ଡନ ପଦକ ସଂଖ୍ୟା

କାରାଗାର ଭାଙ୍ଗି ୭୦୦ଙ୍କୁ ମୁକୁଳାଇଲା ତାଲିବାନ

ଆଫଗାନିସ୍ତାନ ଛାଡ଼ିବାକୁ ଆମେରିକୀୟଙ୍କୁ ନିଜ ଦେଶର ନିର୍ଦେଶ

ଭାରତରେ କରୋନା ଭୂତାଣୁର ସନ୍ଦିଗ୍ଧ ସୂତ୍ରଧର ଇକୋ ହେଲଥ୍‌

 

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories