www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ରୌପ୍ୟ: ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତକୁ ରୌପ୍ୟ, ଫାଇନାଲରେ ହାରି ରୌପ୍ୟରେ ଅଟକିଲେ ରବି ଦହିୟା

ଭାରତୀୟ ହକି ଦଳ ସହ ଟେଲିଫୋନ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଐତିହାସିକ ବିଜୟ ପାଇଁ ଜଣାଇଲେ ଅଭିନନ୍ଦନ

- Advertisement -

କିରାନା ଦୋକାନର ଡିଜିଟାଲ ରୂପାନ୍ତରଣ ବିପୁଳ ନିଯୁକ୍ତ ସୁଯୋଗ ସୃଷ୍ଟି କରିବ

ବିବାହ ଭୋଜି ସମୟରେ ଆକାଶରୁ ଖସିଲା ମୃତ୍ୟୁ ; ଚାଲିଗଲା ୧୭ ଜୀବନ

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

ସୁପ୍ରିମକୋର୍ଟରେ ପେଗାସସ୍‍ ମାମଲାର ଶୁଣାଣି; ଗୋଇନ୍ଦାଗିରି ଅଭିଯୋଗ ସତ ହୋଇଥିଲେ ସାଂଘାତିକ-ପ୍ରଧାନ ବିଚାରପତି

ମୁମ୍ବଇରେ ୯୦ ହଜାରରୁ ଅଧିକଙ୍କୁ ବିନା ଟିକେଟ ରେଳଯାତ୍ରୀଙ୍କୁ ଜରିମାନା

ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ କାଂସ୍ୟ ପଦକ; ଜର୍ମାନୀକୁ ୫-୪ ଗୋଲରେ ହରାଇଲା

ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳର ଅଲିମ୍ପିକ୍ସ ପଦକ ବିଜୟୀ

ରାଜ୍ୟରେ ଗୋଟିଏ ଦିନରେ ୬୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୭୭୫ ଏବଂ ସ୍ଥାନୀୟ ସଂକ୍ରମିତ ୫୬୭

ରାଜ୍ୟରେ ସଂପ୍ରତି ୧୩୫୧୬ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ ଦୈନିକ ସଂକ୍ରମଣ ବୃଦ୍ଧି ; ଗତ ୨୪ ଘଣ୍ଟା ମଧ୍ୟରେ ୪୨,୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ

ଗୋଟିଏ ଦିନରେ ୪୧,୭୨୬ ଜଣ ସଂକ୍ରମିତ ସୁସ୍ଥ  ; ଏହାକୁ ମିଶାଇ ମୋଟ ୩,୦୯,୭୪,୭୪୮ ଜଣ କରୋନା ରୋଗୀ ସୁସ୍ଥ ; ଆରୋଗ୍ୟ ହାର ୯୭.୩୭%

ଦେଶରେ ସଂପ୍ରତି ୪,୧୧,୦୭୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ;  ଦେଶରେ ଦୈନିକ ସଂକ୍ରମଣ ହାର ୨.୫୮% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୭%

ବୁଧବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୭.୪୮ କୋଟି ନମୁନା ପରୀକ୍ଷା  ;  ତାହାସହିତ ୪୮.୯୩ କୋଟି ପାନ ଟିକା ଦିଆଯାଇଛି

ଦକ୍ଷିଣ ଚୀନ ସାଗର ଅଭିମୁଖେ ଭାରତର ଯୁଦ୍ଧ ଜାହାଜ; ‘କ୍ୱାଡ’ ଯୁଦ୍ଧାଭ୍ୟାସରେ ସାମିଲ ହେବ

ପାକିସ୍ତାନରେ ସିଦ୍ଧିବିନାୟକ ମନ୍ଦିର ଭାଙ୍ଗିଲେ; ଭଗବାନଙ୍କ ମୂର୍ତ୍ତି ପୋଡିଲେ

କେନ୍ଦ୍ରର ଚେତାବନୀ : ଉତ୍ସବ ଋତୁରେ ଜନଗହଳି ଏଡ଼ାଅ

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ହକିରେ ଭାରତକୁ ବ୍ରୋଞ୍ଜ ମିଳିବା ଖୁସିରେ ତ୍ରିରଙ୍ଗା ଓ ହକି ବାଡ଼ି ଧରି ଅଭିନନ୍ଦନ ଜଣାଇଲେ ଜିଲାପାଳ ଓ କର୍ମଚାରୀ

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories