ଭୁବନେଶ୍ବର: ଆଜି ରାଜ୍ୟାରେ ୧୭୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୯୬୨୦୦୮କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୨୩୩, ବାଲେଶ୍ବର ୧୧୦, ଯାଜପୁର ୧୦୮, ଷ୍ଟେଟପୁଲ ୯୪, ଭଦ୍ରକ ୮୨, ଅନୁଗୁଳ ୭୯, ମୟୂରଭଞ୍ଜ ୭୨, ପୁରୀ ୭୧, ଜଗତସିଂହପୁର ୫୬, ନୟାଗଡ଼ ୫୧, ସୁନ୍ଦରଗଡ଼ ୪୪, ଢେଙ୍କାନାଳ ୪୩, କେନ୍ଦ୍ରାପଡ଼ା ୪୧, କେନ୍ଦୁଝର ୨୨, ସମ୍ବଲପୁର ୧୪, ନୂଆପଡ଼ା ୧୩, ସୋନପୁର ୧୩, ବରଗଡ଼ ୧୦, କନ୍ଧମାଳ ୧୦, କୋରାପୁଟ ୧୦, ମାଲକାନଗିରି ୧୦, ବୌଦ୍ଧ ୯, ଦେବଗଡ଼ ୯, ଗଞ୍ଜାମ ୮, ବଲାଙ୍ଗିର ୭, ରାୟଗଡ଼ା ୬, ଝାରସୁଗୁଡ଼ା ୫, ନବରଙ୍ଗପୁର ୫, କଳାହାଣ୍ଡି ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।
Another 1702 Covid patients have recovered and are being discharged on 03.08.2021
463 from Khordha
233 from Cuttack
110 from Baleswar
108 from Jajapur
82 from Bhadrak
79 from Anugul
72 from Mayurbhanj
71 from Puri
56 from Jagatsinghpur
51 from Nayagarh
44 from Sundargarh— H & FW Dept Odisha (@HFWOdisha) August 3, 2021
43 from Dhenkanal
41 from Kendrapara
22 from Keonjhar
14 from Sambalpur
13 from Nuapada
13 from Sonepur
10 from Bargarh
10 from Kandhamal
10 from Koraput
10 from Malkangiri
9 from Boudh
9 from Deogarh
8 from Ganjam
7 from Bolangir
6 from Rayagada
5 from Jharsuguda— H & FW Dept Odisha (@HFWOdisha) August 3, 2021
5 from Nabarangpur
4 from Kalahandi
94 from State PoolThe total recovered cases of Odisha now stand at 962088
— H & FW Dept Odisha (@HFWOdisha) August 3, 2021



