www.samajalive.in
Sunday, December 7, 2025
23.1 C
Bhubaneswar

ରୋଟାରୀ କ୍ଲବ କଟକ ମହାନଦୀର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ

ରୋଟାରୀ କ୍ଲବ କଟକ ମହାନଦୀର ୨୦୨୧-୨୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତାମାନଙ୍କ ଅଧିଷ୍ଠାନ ଉତ୍ସବ ଆଭାସୀ ମାଧ୍ୟମରେ ଆଜି ଶନିବାର ଅନୁଷ୍ଠିତ ହୋଇଯାଇଛିl ଏହି ଅବସରରେ ନୂତନ ବର୍ଷର ସଭାପତି କୁମାରୀ ରାଜଲକ୍ଷ୍ମୀ ପାତ୍ର ଓ ସମ୍ପାଦକ ଲଳିତ ରାଉତ ପୂର୍ବ ବର୍ଷର ସଭାପତି ଅଙ୍କିତ ଭୁତ ଓ ସମ୍ପାଦକ ସି ଭାଗ୍ୟଶ୍ରୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତିl ଏଥିରେ ମୁଖ୍ୟ ଅତିଥି ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରଦୀପ ବିଶ୍ୱାଳ କ୍ଲବର ସମାଜ ସେବା ଉପରେ ଆଲୋକପାତ କରିଥିଲେl ଏହି କାର୍ଯ୍ୟକ୍ରମରେ ପୂର୍ବତନ ରୋଟାରୀ ଗଭାର୍ଣ୍ଣର ଏ ବି ମହାପାତ୍ର, ସୌମ୍ୟ ରଞ୍ଜନ ମିଶ୍ର, ଦିଲୀପ ପଟନାୟକ, ଶିବବ୍ରତ ଦାଶ ତଥା ଅନ୍ୟ କ୍ଲବର ସଭାପତି ବୃନ୍ଦ ଓ ରୋଟାରୀଆନମାନେ ଯୋଗ ଦେଇଥିଲେl ଏହି ସଭାକୁ ପୂର୍ବତନ ସଭାପତି ସୁଜାତା ମହାପାତ୍ର ଓ ନଟବର ପଣ୍ଡା ପରିଚାଳନା କରିଥିଲେl

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories