www.samajalive.in
Sunday, December 7, 2025
23.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ସୀମା ଆରପଟେ ୩୦୦ ଆତଙ୍କବାଦୀ; ୧୪ ଲଞ୍ଚ ପ୍ୟାଡ ଠାବ

‘ମାଇଁ ଲର୍ଡ’ ସମ୍ବୋଧନ ନକରିବାକୁ ଆଇନଜୀବୀଙ୍କୁ ହାଇକୋର୍ଟ ବିଚାରପତିଙ୍କ ପରାମର୍ଶ

- Advertisement -

ପଞ୍ଜାବ ସୀମାନ୍ତରେ ଦୁଇ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଗୁଳିକଲେ ଭାରତୀୟ ଯବାନ

ପୁଲୱାମାରେ ୨ ଆତଙ୍କି ନିହତ; ତଲାସି ଅଭିଯାନ ଜାରି

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୬୪୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ଦିନକରେ ୩୭.୨୯୧ ଜଣ କରୋନା ରୋଗୀ ସୁସ୍ଥ

ଦେଶରେ ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୪୬.୬୪ କୋଟି ନମୁନା ପରୀକ୍ଷା

କରାଯାଇସାରିଥିବାବେଳେ ସେଥିରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩,୦୭,୮୧,୨୬୩ ଆରୋଗ୍ୟ ଲାଭ 

ଦେଶରେ ଆରୋଗ୍ୟ ହାର ୯୭.୩୭%

ଭାରତରେ ସଂପ୍ରତି ୪,୦୮,୯୨୦ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦୈନିକ ସଂକ୍ରମଣ ହାର ୨.୩୪% ଏବଂ ସାପ୍ତାହିକ ହାର ୨.୪୨% 

ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୪୬.୧୫ କୋଟି ପାନ ଟିକା

କେରଳରେ ୨୦ ହଜାର ଉପରେ ଦୈନିକ ସଂକ୍ରମଣ

ଆସାମ ମୁଖ୍ୟମନ୍ତ୍ରୀ, ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମରେ ଏତଲା ଦାଏର

ଆସାମର ଅଭିଯୋଗ- ମିଜୋରାମ ସରକାର ଜନସାଧାରଣଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଛନ୍ତି

ଇନ୍ଦ୍ରାବତୀ ଲିଫ୍ଟ ମେଗା କେନାଲ ବନ୍ଧରେ ଘାଇ ; ନିମ୍ନମାନର କାମପାଇଁ କେନାଲ ବନ୍ଧ ଭାଙ୍ଗିଥିବା ଚାଷୀଙ୍କ ଅଭିଯୋଗ ; ଶହ ଶହ ହେକ୍ଟର ଚାଷ ଜମିରେ ପାଣି ପଶି ଜଳ ମଗ୍ନ

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଆଉ ୬୮ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ;  ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୯୦୨

ରାଜ୍ୟରେ ଗୋଟିଏ ଦିନରେ ଆଉ ୧୫୭୮ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୯୧୫ ଓ ସ୍ଥାନୀୟ ସଂକ୍ରମିତ ୬୬୩

ରାଜ୍ୟରେ ସଂପ୍ରତି ୧୬୩୮୪ ସକ୍ରିୟ ସଂକ୍ରମିତ ରହିଛନ୍ତି

ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ – ଗୋଟିଏ ଦିନରେ ଆଇଏଏସ ମୌଖିକ ଓ ଓଏଏସ ପରୀକ୍ଷା

ସ୍ବାଧୀନ ତଦନ୍ତ ଆବେଦନ ଉପରେ ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ

ଉତ୍ତର ପ୍ରଦେଶର କୌଶମ୍ବି ଜିଲାରେ  ସ୍ଥାନୀୟ ଫତେପୁରରେ ହତ୍ୟା ଉଦ୍ୟମରୁ ବର୍ତ୍ତିଲେ ଆଉ ଜଣେ ବିଚାରପତି

ମାନହାନୀ ମାମଲାରେ ଶିଳ୍ପାଙ୍କୁ ଧକ୍କା

ପ୍ରତି ଦୁଇ ମାସରେ ଦିଲ୍ଲୀ ଯିବି: ମମତା

ପୁରୁଷ ହକି – କ୍ବାର୍ଟର ଫାଇନାଲରେ ଭାରତ-ଗ୍ରେଟ୍‌ ବ୍ରିଟେନ

ମହିଳା ହକି : ଭାରତର ପ୍ରଥମ ବିଜୟ

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories