www.samajalive.in
Monday, December 8, 2025
14.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ଆଜି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ; ଦିନ ୨ଟାରେ ପ୍ରକାଶ ପାଇବ ପରୀକ୍ଷାଫଳ ; ଅପେକ୍ଷାରେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ; 

 cbseresult.nic.in ରେ ଉପଲବ୍ଧ ହେବ ପରୀକ୍ଷାଫଳ

- Advertisement -

 ଆଜି ଠାରୁ ଆରମ୍ଭ ହୋଇସାରିଛି ଦଶମ ଶ୍ରେଣୀ ପରୀକ୍ଷା ; ରାଜଧାନୀରେ ପରୀକ୍ଷାକେନ୍ଦ୍ର ପରିଦର୍ଶନ କରୁଛନ୍ତି ମନ୍ତ୍ରୀ

ଟୋକିଓ ଅଲିମ୍ପିକ ; ମହିଳା ହକିରେ ଭାରତ ବିଜୟୀ

କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ହାତରେ ଧରାପଡିଲା ୧ କୋଟି ଟଙ୍କାର ବ୍ରାଉନସୁଗାର ; ପିପିଲି-ନିମାପଡା ଓଭର ବ୍ରିଜ ଉପରେ ଡିଲ ସମୟରେ ଜବତ

ମହାରାଷ୍ଟ୍ରର ବିରାର ଅଞ୍ଚଳରେ ବ୍ୟାଙ୍କ ଡକାୟତିରେ ସଂପୃକ୍ତ ପୂର୍ବତନ ପରିଚାଳକ; ସହକର୍ମୀଙ୍କୁ ହତ୍ୟାକଲେ

ନଗ୍ନ ଚଳଚ୍ଚିତ୍ର ମାମଲା; ଗଣମାଧ୍ୟମ ବିରୁଦ୍ଧରେ ଶିଳ୍ପାଙ୍କ ମାନହାନି ମକଦ୍ଦମା

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୪୪ ହଜାର ୨୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ୫୫୫ ମୃତ

ମୋଟ କରୋନା ସଂକ୍ରମିତ ୩,୧୫,୭୨,୩୪୪

ମୋଟ ମୃତ୍ୟୁ  ସଂଖ୍ୟା ୪,୨୩,୨୧୭

ଦିନକରେ ୪୨,୩୬୦ ସୁସ୍ଥ 

ରାଜ୍ୟରେ ଆଉ ୧୫୫୮ ସଂକ୍ରମିତ ଚିହ୍ନଟ

 ସଂଗରୋଧରୁ ୧୫୫୮ ଏବଂ ସ୍ଥାନୀୟ ସଂକ୍ରମିତ ୯୦୪

ଅନୁଗୁଳ ଜିଲାରୁ ୮୦, ବାଲେଶ୍ୱର ୯୭, ବରଗଡ ୬, ଭଦ୍ରକ ୪୨, ବଲାଙ୍ଗିର ୧୦ ଏବଂ ବଉଦ ଜିଲାରୁ ୩ ଜଣ ଚିହ୍ନଟ

କଟକ ଜିଲାରୁ ୨୪୧, ଦେବଗଡ ୯, ଢେଙ୍କାନାଳ ୨୩, ଗଜପତି ୩, ଗଞ୍ଜାମ ୭, ଜଗତସିଂହପୁର ୬୭

ଯାଜପୁର ୭୮ ଏବଂ ଝାରସୁଗୁଡାରୁ ୭ ଜଣ ଚିହ୍ନଟ

 କଳାହାଣ୍ଡି ଜିଲାରୁ ୮, କନ୍ଧମାଳ ୧୮, କେନ୍ଦ୍ରାପଡା ୩୫, କେନ୍ଦୁଝର ୧୪, ଖୋର୍ଦ୍ଧା ୪୭୯, କୋରାପୁଟ ୨

 ମାଲକାନଗିରି ୫, ମୟୁରଭଞ୍ଜ ୪୧ ଓ ନବରଙ୍ଗପରରୁ ୧୩ ଚିହ୍ନଟ

 ନୟାଗଡ ଜିଲାରୁ ୨୫, ନୂଆପଡା ୨, ପୁରୀ ୮୨, ରାୟଗଡା ୮, ସମ୍ବଲପୁର ୧୪, ସୋନପୁର ୮, ସୁନ୍ଦରଗଡ ୨୮ ଏବଂ ଷ୍ଟେଟପୁଲରୁ ୧୦୩ ଜଣ ଚିହ୍ନଟ

ରାଜ୍ୟରେ ସଂପ୍ରତି ୧୬୭୧୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି

ଓଡ଼ିଶାରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଜମ୍ମୁ କାଶ୍ମୀରର ଆଉ ୩ଟି ସ୍ଥାନରେ ଉଡିଲା ଡ୍ରୋନ

ଅଲିମ୍ପିକ୍ସରେ ନିରାଶ କଲେ ଦୁତି ଚାନ୍ଦ; ୧୦୦ ମିଟରରେ ୭ମ ସ୍ଥାନରେ ରହିଲେ

କେରଳରେ ଦିନକରେ ୨୨ ହଜାର କରୋନା ସଂକ୍ରମିତ

ଜମ୍ମୁ କାଶ୍ମୀରର ଆଉ ୩ଟି ସ୍ଥାନରେ ଉଡିଲା ଡ୍ରୋନ

କୁନ୍ଦ୍ରା ମାମଲାରେ ଶିଳ୍ପାଙ୍କ ଭାଇ ସମ୍ପୃକ୍ତ

କର୍ଣ୍ଣାଟକର ହାସନ୍‌ ଜିଲାରେ ୩୮ଟି ମାଙ୍କଡ଼ଙ୍କୁ ବିଷ ଦେଇ ହତ୍ୟା; ୨୦ ଅସୁସ୍ଥ

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories