www.samajalive.in
Monday, December 8, 2025
14.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ଟୋକିଓ ଅଲିମ୍ପିକ୍ସ: ବକ୍ସିଂ ପ୍ରିକ୍ବାର୍ଟରରେ ହାରିଲେ ମେରିକୋମ୍‌

ମେଡିକାଲ ଶିକ୍ଷାରେ ଓବିସି, ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ସଂରକ୍ଷଣ ଘୋଷଣା; ଓବିସିଙ୍କ ପାଇଁ ୨୭% ଏବଂ ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦% ସଂରକ୍ଷଣ

- Advertisement -

ଆସନ୍ତାକାଲିଠୁ ଅଫଲାଇନ୍‍ ମାଟ୍ରିକ୍‍ ପରୀକ୍ଷା

ଏଣିକି ହାଇକୋର୍ଟରେ ମାମଲା ଶୁଣାଣିର ଦେଖି ହେବ ସିଧା ପ୍ରସାରଣ

ଅଗଷ୍ଟ ୧୫ ଯାଏ ଲକ୍‌ଡାଉନ ଅବଧି ବୃଦ୍ଧି କଲେ ପଶ୍ଚିମବଙ୍ଗ ସରକାର

ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ କମନ୍‌ ପିଜି ପ୍ରବେଶିକା ପରୀକ୍ଷା

ସୁନାବେଡ଼ା ହେବ ବାଘ ଅଭୟାରଣ୍ୟ

ଆଇଏଏସ ସ୍ତରରେ ଅଦଳବଦଳ ; ଅଶୋକ ମିନା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ

ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନ୍ ଏମ୍ସରେ ଭର୍ତ୍ତି

ଝାଡଖଣ୍ଡରେ ଗାଡି ଧକ୍କା କରି ଅତିରିକ୍ତ ଜିଲା ଜଜ୍‍ଙ୍କୁ ହତ୍ୟା; ଅଟୋ ଡ୍ରାଇଭର ଓ ସହଯୋଗୀ ଗିରଫ

କେରଳରେ ୩୧ ଜୁଲାଇ ଓ ଅଗଷ୍ଟ ୧ ସମ୍ପୂର୍ଣ୍ଣ ତାଲାବନ୍ଦ ; ୨୪ ଘଣ୍ଟାରେ ସଂକ୍ରମଣ ୨୨ ହଜାର ପାର

ତାଲିବାନ ହେଉଛନ୍ତି ସାଧାରଣ ନାଗରିକ, ସାମରିକ ଗୋଷ୍ଠୀ ନୁହନ୍ତି- ଇମ୍ରାନ ଖାଁ ;ତାଲିବାନକୁ ପ୍ରଶଂସା ସହିତ ନିଜର ସମର୍ଥନ ଜଣାଇଲା ଚୀନ

୩ ଲକ୍ଷ ଜରିମାନା ଦେବେ ରାଜ୍‌-ଶିଳ୍ପା

ଗୁଳି ଚଳାଇଥିବା ମିଜୋରାମ ପୁଲିସର ଫଟୋ ଜାରିକଲା ଆସାମ ପୁଲିସ

ମହାପ୍ରଭୁଙ୍କ ପାଇଁ ସ୍ୱର୍ଣ୍ଣ ଜିଭଛେଲା

୬୫ କେଜି ଗଞ୍ଜେଇ ସହ ଅଟୋ ଜବତ ; ଅଭିଯୁକ୍ତ ଫେରାର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୭୬୮ ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯

ରାଜ୍ୟରେ ସାମାନ୍ୟ ଖସିଲା ସଂକ୍ରମଣ; ଦିନକରେ ୧୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ

ସଂଗରୋଧରୁ ୯୩୭ ଏବଂ ସ୍ଥାନୀୟ ସଂକ୍ରମିତ ୬୭୮

ରାଜ୍ୟରେ ଆଉ ୧୬୯୯ ଆରୋଗ୍ୟଲାଭ କରିଥିବାବେଳେ ମୋଟ ୯୫୧୦୪୯ ଜଣ ସୁସ୍ଥ

ରାଜ୍ୟରେ ସଂପ୍ରତି ୧୭୨୬୨ ଜଣ ସଂକ୍ରମିତ

ଲଘୁଚାପ ଘନୀଭୂତ, ୧୦ ଜିଲାକୁ ସତର୍କ ସୂଚନା

ଦେଶରେ ଗୋଟିଏ ଦିନରେ ୪୩,୫୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ

୩୮,୪୬୫ ଜଣ କରୋନାରୁ ଆରୋଗ୍ୟ ଲାଭ ; ଦେଶରେ ମୋଟ ୩,୦୭,୦୧,୬୧୨ ଜଣ କରୋନା ସଂକ୍ରମିତ ସୁସ୍ଥ

ସଂପ୍ରତି ମୋଟ ୪,୦୩,୮୪୦ ଜଣ ସକ୍ରିୟ ସଂକ୍ରମିତ

ବୁଧବାର ସଂଧ୍ୟା ସୁଦ୍ଧା ମୋଟ ୪୬.୨୬ କୋଟି ନମୁନା ପରୀକ୍ଷା ;  ଦେଶରେ ମୋଟ ୪୫.୦୭ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

ସଂପ୍ରତି ଦେଶରେ ଦୈନିକ ସଂକ୍ରମଣ ହାର ୨.୫୨% ଏବଂ ସାପ୍ତାହିକ ହାର ୨.୩୮%

ଅଗ୍ରାଧିକାର ଭିତ୍ତିରେ ହେବ କଳାହାଣ୍ଡିରେ ରେଳ କାରଖାନା

ଭୁବନେଶ୍ୱର ବିମାନବନ୍ଦରର ହେବ ଘରୋଇକରଣ: କେନ୍ଦ୍ର

ଆମେରିକାର ୨.୫ କୋଟି ଡଲାର କୋଭିଡ ସହାୟତା

ଆମେରିକାର ୨.୫ କୋଟି ଡଲାର କୋଭିଡ ସହାୟତା

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories