www.samajalive.in
Saturday, December 13, 2025
26.1 C
Bhubaneswar

ଇରଫାନ ଖାନ୍‌ଙ୍କୁ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର ହୋଇଛି

ନୂଆଦିଲ୍ଲୀ: ବଲିଉଡ୍‌ର ଅଭିନେତା ଇରଫାନ୍‌ ଖାନ୍‌ଙ୍କୁ ଏକ ଛୋଟ ଅବୁର୍ଦ ବା ଟ୍ୟୁମର ହୋଇଥିବା ଜଣା ପଡିଛି । ତାଙ୍କୁ ବର୍ତ୍ତମାନ ନ୍ୟୁରୋ ଏଣ୍ଡ୍ରୋକାଇନ୍‌ ଟ୍ୟୁମର ପାଇଁ ଚିକିତ୍ସା କରାଯାଉଛି । ସାଧାରଣତଃ ଏହା କ୍ଷୁଦ୍ରତନ୍ତ୍ରରେ ହୋଇଥାଏ । ମାତ୍ର ବେଳେ ବେଳେ ଏହା ଶରୀରର ଅନ୍ୟ ଅଂଶରେ ବି ହୋଇ ପାରେ । ଏଥିପାଇଁ ତାଙ୍କୁ ଦେଶ ବାହାରେ ଚିକିତ୍ସା ହେବାକୁ ପଡିବ । ଏଥିପାଇଁ ସମସ୍ତେ ପ୍ରାର୍ଥନା କରିବା ପାଇଁ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି । ଜୀବନରେ ଅନେକ କିଛି  କରିବାକୁ ଅଛି  । ପ୍ରଶଂସକମାନଙ୍କର ଶୁଭେଚ୍ଛା ଓ ପ୍ରାର୍ଥନା ଯୋଗୁଁ ସେ ଭଲ ହେବ , ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଆହୁରି ଭଲ କାହାଣୀରେ  ଅଭିନୟ କରି ଦେଖାଇ ପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।

ସେ ଚିକିତ୍ସା ପାଇଁ ଦେଶ ବାହାରକୁ ଯାଉଛନ୍ତି । ଶୀଘ୍ର ଆରୋଗ୍ୟ. ହୋଇ ଆସି ବହୁ ଭଲ କାହାଣୀରେ ଅଭିନୟ କରି ସମସ୍ତଙ୍କୁ ମନୋରଞ୍ଜନ କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories