www.samajalive.in
Sunday, December 14, 2025
26.1 C
Bhubaneswar

ରାଇକିଆରେ ଚାଞ୍ଚଲ୍ୟ ; ପୁଅ ଝିଅକୁ ହତ୍ୟା କରି ମାଆର ଆତ୍ମହତ୍ୟା ବିଫଳ

ଜି ଉଦୟଗିରି  : ପୁଅ ଝିଅଙ୍କୁ ହତ୍ୟା କରି ମାଆର ଆତ୍ମହତ୍ୟା ବିଫଳ ।  ଏଭଳି ଲୋମ ଟାଙ୍କୁରା ଘଟଣା ଆଜି ରାଇକିଆ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳେଇ ଦେଇଛି।
ସୂଚନା ଯୋଗ୍ୟ, ଏ ମ୍ ଭାଗ୍ୟ ଲକ୍ଷ୍ମୀ ପାତ୍ର (୩୦) ତାଙ୍କ ସ୍ବାମୀ ଏ ମ୍‍ ରାଜ୍ୟଶ୍ୱର ପାତ୍ରଙ୍କ ସହ ପାରିବାରିକ କଳହ ଲାଗି ରହିଥିଲା। ଫଳରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ଭିତରେ ଭଲ ସମ୍ପର୍କ ନଥିଲା। ଶୁକ୍ରବାର କଳହ ଉଗ୍ରରୂପ ନେଇଥିଲା ଫଳରେ ଆଜି ଭାଗ୍ୟ ଲକ୍ଷ୍ମୀ ନିଜର ଝିଅ ଏ ମ୍ ବୈଷ୍ଣବୀ ପାତ୍ର (୧୦) , ପୁଅ ଏ ମ୍ ଯୁବରାଜ ପାତ୍ର (୪) ବର୍ଷକୁ କୂଅ କୁ ଠେଲି ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେ଼ଷ୍ଟା କରିଥିଲେ ମଧ୍ୟ ଆତ୍ମହତ୍ୟା କରିବାକୁ ସାହସ ପାଇନଥିଲା। ଖବର ପାଇ ଘଟଣା ସ୍ଥଳରେ ଜି ଉଦୟଗିରି ଉପଖଣ୍ଡ ପୁଲିସ ଅଧିକାରୀ ଡ ତିରୁପତି ରାୟ ପଟ୍ଟନାୟକ ଓ ଥାନା ଅଧିକାରୀ ଶ୍ରକାନ୍ତ ଖମାରୀ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories