www.samajalive.in
Friday, December 12, 2025
19.1 C
Bhubaneswar

ପୁତୁରାର କାଠ ଫାଳିଆ ମାଡରେ ଦାଦା ମୃତ୍ୟ, ଫେରାର ଅଭିଯୁକ୍ତ ପୁତୁରା ଗିରଫ

ଜି.ଉଦୟଗିରି: ଗତ ୮ ତାରିଖରେ କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ ରଣବା ପଞ୍ଚାୟତର ଏରିକୁଟି ଗ୍ରାମରେ ଜମିକୁ ନେଇ ହୋଇଥିବା ବଚସାରେ ପୁତୁରା ବିପ୍ର ୪୦ ର କାଠ ଫାଳିଆ ମାଡରେ ଦାଦା ହରି ୫୦ ର ମୃତ୍ୟୁ ହୋଇଥିବାବେଳେ ଅଭିଯୁକ୍ତ ପୁତୁରା ବିପ୍ର ଫେରାର ଥିଲା। ହରିର ସମ୍ପର୍କୀୟା ଭାଇ ତ୍ରୀନାଥର ଏତଲାକୁ ଭିତିକରି  ରାଇକିଆ ଥାନାରେ ୬୬/୨୧ ଦଫା ୩୦୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିପ୍ରକୁ ସ୍ଥାନୀୟ ପୁଲିସ ଖୋଜୁଥିଲା। ଆଜି ବିପ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଜି.ଉଦୟଗିରି ଉପଖଣ୍ଡ ପୁଲିସ ଅଧିକାରୀ ଡ.ତିରୁପତି ରାଓ ପଟ୍ଟନାୟକ ସୂଚନା ଦେଇଛନ୍ତି। ମାତ୍ର ତିନି ଦିନ ମଧ୍ୟରେ ହତ୍ୟାକାରୀ ବିପ୍ରକୁ ପୋଲିସ ଗିରଫ କରିପାରିଥିବାରୁ ପୋଲିସକୁ ଜନସାଧାରଣ ପ୍ରଶଂସା କରିଛନ୍ତି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories