www.samajalive.in
Thursday, December 11, 2025
15.1 C
Bhubaneswar

ଫେସ୍‌ବୁକ୍‌ ଓ ଗୁଗୁଲ୍‌କୁ ସଂସଦୀୟ କମିଟିର ସମନ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଶଶୀ ତରୁର ଅଧ୍ୟକ୍ଷ ଥିବା ସୂଚନା ଓ ପ୍ରଯୁକ୍ତି ସଂକ୍ରାନ୍ତ ସ୍ଥାୟୀ ସଂସଦୀୟ କମିଟି ଗୁଗୁଲ୍‌ ଓ ଫେସ୍‌ବୁକ୍‌ ଭଳି ସାମାଜିକ ଗଣମାଧ୍ୟମ ସଂସ୍ଥାଙ୍କୁ ମଙ୍ଗଳବାର ଅପରାହ୍ଣ ୪ଟାବେଳେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ଦେଶରେ ସାମାଜିକ ଗଣମାଧ୍ୟମର ଦୁରୁପଯୋଗ ଓ ନାଗରିକଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ଉପରେ କମିଟି ଏହି ଦୁଇ ସଂସ୍ଥାର ଅଧିକାରୀଙ୍କୁ କମିଟିରେ ହାଜର ହେବାକୁ ନିର୍ଦେଶ ହୋଇଛି। ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଘଟୁଥିବା ବିଭିନ୍ନ ବିଭ୍ରାଟ ସମ୍ପର୍କରେ ଦୁଇ ସଂସ୍ଥାଠାରୁ ଜବାବ ମାଗିବା ସହ ଦେଶର ଆଇନ କାନୁନ୍‌ ମାନି କାମ କରିବାକୁ ତରୁର ସେମାନଙ୍କୁ କହିଛନ୍ତି। ପୂର୍ବରୁ ଟ୍ବିଟରକୁ ମଧ୍ୟ ଏଭଳି ତାଗିଦା କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories