www.samajalive.in
Saturday, December 13, 2025
26.1 C
Bhubaneswar

ଜରୁରୀ ପରିସ୍ଥିତି ଭାରତ ଇତିହାସରେ ଏକ କଳା ଅଧ୍ୟାୟ- ଅମିତ ଶାହ

ନୂଆଦିଲ୍ଲୀ: ଜରୁରୀ ପରିସ୍ଥିତି ଭାରତ ଇତିହାସରେ ଏକ କଳା ଅଧ୍ୟାୟ। ଗୋଟିଏ ପରିବାର ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଲୋକଙ୍କୁ ଚୁପ୍‍ କରାଇବାକୁ ଏହା ଲାଗୁ କରାଯାଇଥିଲା। ଏହା ଦେଶର ଇତିହାସରେ ଏକ କଳା ଅଧ୍ୟାୟ ହୋଇ ରହିବ। ୨୧ ମାସ କାଳ ନିର୍ଦ୍ଦୟ ଅତ୍ୟାଚାର ସହ୍ୟକରି ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେବାକୁ ଯେଉଁମାନେ ନିରଳସ ଭାବରେ ଲଢେଇ କରିଥିଲେ, ସେମାନଙ୍କ ବଳିଦାନକୁ ସଲାମ୍‍ ବୋଲି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଜରୁରୀ ପରିସ୍ଥିତିର ଜାରି କରାଯିବାର ୪୬ ବର୍ଷ ପୂରଣ ଅବସରରେ କଂଗ୍ରେସ ଦଳକୁ ଆକ୍ଷେପ କରି ଶ୍ରୀ ଶାହ କହିଛନ୍ତି, ୧୯୭୫ର ଏହି ଦିନରେ ସ୍ୱାର୍ଥପରତା ଏବଂ କ୍ଷମତାର ବର୍ଗକୁ ନେଇ କଂଗ୍ରେସ ଦେଶରେ ଜରୁରୀ ପରିସ୍ଥିତି ଜାରି କରି ବିଶ୍ୱର ସର୍ବବୃହତ ଗଣତନ୍ତ୍ରକୁ ହତ୍ୟା କରିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories