www.samajalive.in
Saturday, December 13, 2025
26.1 C
Bhubaneswar

ଦେଶରେ ୬ଟି ଡେଲ୍‌ଟା ପ୍ଲସ ମାମଲା ଚିହ୍ନଟ: ଆଇଏଲଏସ ନିର୍ଦେଶକ

ଭୁବନେଶ୍ବର: ସାରା ଦେଶରେ ୬ଟି ଡେଲ୍‌ଟା ପ୍ଲସ ମାମଲା ଚିହ୍ନଟ ହୋଇଛି।ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏଁ ଡେଲ୍‌ଟା ପ୍ଲସ ଚିହ୍ନଟ ହୋଇଛି ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଏସ) ନିର୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି।

file photo

ଆଇସିଏମଆର ରିପୋର୍ଟ ଅନୁସାରେ ୦.୦୪% ପ୍ରଥମ ଡୋଜ ପରେ ସଂକ୍ରମିତ ହୋଇଥିବାବେଳେ ଦ୍ବିତୀୟ ଡୋଜ ନେବା ପରେ ୦.୦୩% ସଂକ୍ରମିତ ହେଉଛନ୍ତି ବୋଲି ଆଇଏଲଏସ ନିର୍ଦେଶକ ଅଜୟ ପରିଡ଼ା ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories