www.samajalive.in
Sunday, December 14, 2025
26.1 C
Bhubaneswar

ଗୃହ ପାଇଁ ବାସ୍ତୁ ନିୟମ

ଗୃହରେ ଯଦି ବାସ୍ତୁ ଦୋଷ ଥାଏ, ତେବେ ପରିବାରର ସଦସ୍ୟଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହି କାରଣରୁ ସଭିଁଙ୍କ କାର୍ଯ୍ୟରେ ବାଧା ପ୍ରାପ୍ତି ହୋଇଥାଏ। କାର୍ଯ୍ୟରେ ସଫଳତା ମିଳିନଥାଏ। ଏଥିରୁ ମୁକ୍ତି ପାଇବାକୁ ହେଲେ ଜ୍ୟୋତିଶ ଶାସ୍ତ୍ରରେ କିଛିି ନିୟମ ରହିଛି, ଯାହାକୁ ପାଳନ କଲେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ତାହା କ’ଣ…..
ଘର ପୋଛିବା ସମୟରେ ସେଥିରେ କିଛି ଲୁଣ ମିଶାଇ ଦିଅନ୍ତୁ ଓ ପୋଛନ୍ତୁ। ଏହା ଦ୍ୱାରା ଗୃହରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଘରର ଉନ୍ନତି ହୋଇଥାଏ।
ସପ୍ତାହକୁ ଥରେ ଅଥବା ୨ଥର ଘରେ ଗୋମୂତ୍ର ଛିଞ୍ôଚବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳ ମିଳିଥାଏ। ଏପରି କରିବା ଦ୍ୱାରା ଗୃହରେ ସମସ୍ତ ଦେବାଦେବୀଙ୍କ କୃପା ରହିଥାଏ। ଘରେ ସର୍ବଦା ଶାନ୍ତିର ବାତାବରଣ ରହିଥାଏ।
ସର୍ବଦା ଘରର ଅଗଣାକୁ ସଫା କରିବା କରିବା ଆବଶ୍ୟକ। ଏହା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ।
ପୂଜା କରିବା ବେଳେ ସର୍ବଦା ଦୀପ ଜଳାନ୍ତୁ ଓ ଝୁଣା ଦିଅନ୍ତୁ। ନିୟମିତ ଝୁଣା ଦେବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ସଦସ୍ୟଙ୍କର ଉନ୍ନତି ମଧ୍ୟ ହୋଇଥାଏ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories