www.samajalive.in
Sunday, December 7, 2025
18.1 C
Bhubaneswar

ପ୍ରାତଃ ସମୟରେ ସୂର୍ୟ୍ୟଦେବଙ୍କ ଦର୍ଶନ କରିବା ଦ୍ବାରା ସମସ୍ତ କାର୍ୟ୍ୟ କରିବାକୁ ମିଳିଥାଏ ପ୍ରେରଣା

ଜ୍ୟୋତିଷଶାସ୍ତ୍ର ଅନୁସାରେ, ସୂର୍ୟ୍ୟଙ୍କୁ ସମସ୍ତ ଗ୍ରହଙ୍କ ମଧ୍ୟରେ ଶକ୍ତିଶାଳୀ କୁହାଯାଇଛି। ଧାର୍ମିକ ମାନ୍ୟତା ଅନୁଯାୟୀ, ସୂର୍ୟ୍ୟଙ୍କୁ ଦେବତା କୁହାଯାଏ। ତାଙ୍କୁ ପ୍ରତ୍ୟକ୍ଷ ଦେବତା କୁହାଯାଇଛି। ବୈଜ୍ଞାନିକ ଦୃଷ୍ଟି କୋଣରୁ ସୂର୍ୟ୍ୟଙ୍କୁ ବିଶେଷ ମହତ୍ତ୍ବ ଦିଆଯାଇଛି। ତାଙ୍କୁ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ସୂର୍ୟ୍ୟଙ୍କ କିରଣ ଦ୍ବାରା ଶରୀରରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଏ ଏବଂ ବ୍ୟକ୍ତି ସୁସ୍ଥ ରହେ।

ଧାର୍ମିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ, ପ୍ରାତଃ ସମୟରେ ସୂର୍ୟ୍ୟଦେବଙ୍କ ଦର୍ଶନ କରିବା ଦ୍ବାରା ସମସ୍ତ କାର୍ୟ୍ୟ କରିବାକୁ ପ୍ରେରଣା ମିଳିଥାଏ। ଏହାସହ ଶରୀରକୁ କାର୍ୟ୍ୟ କରିବାକୁ ଶକ୍ତି ମିଳିଥାଏ। ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ସୂର୍ୟ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ବାରା ଭାଗ୍ୟ ଉଜ୍ବଳ ହୋଇଥାଏ। ସମସ୍ତ କାର୍ୟ୍ୟ ବିନା କୌଣସି ବାଧାବିଘ୍ନରେ ସମ୍ପୂର୍ଣ୍ଣ ହୋଇଥାଏ। ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ସୂର୍ୟ୍ୟଙ୍କ ଦ୍ବାରା ବ୍ୟକ୍ତିକୁ ସମ୍ମାନ ପ୍ରାପ୍ତି ହୋଇଥାଏ। ନିୟମିତ ରୂପେ ସୂର୍ୟ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ବାରା ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ପ୍ରଭାବଶାଳୀ ହୋଇଥାଏ। ତାଙ୍କୁ ସମସ୍ତ ବ୍ୟକ୍ତିଙ୍କ ସହଯୋଗ ମିଳିଥାଏ। ଏବଂ ସମ୍ମାନ ମଧ୍ୟ ପ୍ରାପ୍ତି ହୋଇଥାଏ।
ସକାଳର ସୂର୍ୟ୍ୟଙ୍କ କିରଣରେ କିଛି ସମୟ ରହିବା ଦ୍ବାରା ଶରୀରକୁ ଭିଟାମିନ-ଡି ମିଳିଥାଏ। ଏହାଦ୍ବାରା ଶରୀର ସୁସ୍ଥ ରହିଥାଏ। ଏହାଦ୍ବାରା ହୃଦୟ, ତ୍ବଚା, ଆଖି, ଯକୃତ ଇତ୍ୟାଦି ସୁସ୍ଥ ରହିଥାଏ।

- Advertisement -

କୁହାଯାଇଛି ଯେ, ଯେଉଁ ବ୍ୟକ୍ତି ନିୟମିତ ରୂପେ ସୂର୍ୟ୍ୟଙ୍କୁ ଜଳ ଅର୍ପଣ କରନ୍ତି ତାଙ୍କ ଉପରେ ସର୍ବଦା ସୂର୍ୟ୍ୟଙ୍କ କୃପା ରହିଥାଏ। ଏହାଦ୍ବାରା ବ୍ୟକ୍ତି ଏକାଗ୍ରତା ରହିଥାଆନ୍ତି। କିଛି ଶିଖିବାର କ୍ଷମତା ବୃଦ୍ଧି ପାଇଥାଏ। ସେହି ବ୍ୟକ୍ତିମାନେ ସମସ୍ତ ଜଟିଳ କାର୍ୟ୍ୟ ସରଳ ଭାବେ କରିପାରନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories