www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୫ଟା-ମୁଖ୍ୟ ଖବର

– ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 

–ଭାରତୀୟ ବୈଜ୍ଞାନିକ ଓ  ଶିଳ୍ପ ଗବେଷଣା ପରିଷଦ(ସିଏସ୍‍ଆଇଆର୍‍)ର ବାର୍ଷିକ ବୈଠକରେ କହିଲେ  ମୋଦୀ

– ଭାରତ କୃଷି, ମହାକାଶ, ବିପର୍ଯ୍ୟୟ ପରିଚାଳନା, ପ୍ରତିରକ୍ଷା ଟେକ୍ନୋଲୋଜି ଏବଂ ଟିକା କ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବାକୁ ବଦ୍ଧପରିକର 

– ଭାରତୀୟ ବୈଜ୍ଞାନିକମାନେ ଗୋଟିଏ ବର୍ଷ ମଧ୍ୟରେ ସ୍ୱଦେଶୀ ଟିକା ବିକଶିତ କରିବା ବୋଧହୁଏ ଇତିହାସରେ ପ୍ରଥମ ଘଟଣା

– ଚଳିତ ବର୍ଷର  ଦ୍ବାଦଶ ଶ୍ରେଣୀ ( + ୨ ପରୀକ୍ଷା) ପରୀକ୍ଷା ବାତିଲ

– ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ; ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ 

–ଛାତ୍ର ସମାଜର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ବାତିଲ ସଂକ୍ରାନ୍ତୀୟ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି

ଚଳିତ ଆର୍ଥିକବର୍ଷରେ ଦେଶର ଅଭିବୃଦ୍ଧି ହାର ୯ ଦଶମିକ ୫ ପ୍ରତିଶତ ହେବ : ଭାରତୟ ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ରେପୋ, ରିଭର୍ସ ରେପୋ ରେଟ୍‍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

– ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୨୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ 

– ସଂଗରୋଧରୁ ୪୩୩୧ ଏବଂ ସ୍ଥାନୀୟ ସଂକ୍ରମିତ ୩୩୯୮ ଜଣ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୬୨

–ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୯ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨୯୧୨ 

–ବ୍ରହ୍ମପୁର ସହରରୁ ଦୁଇଟି ଝୁଲନ୍ତା ଶବ ଉଦ୍ଧାର

–ବଡବଜାର ଥାନା ଅନ୍ତର୍ଗତ ଅଟୋ ନଗରରୁ ଏକ ଟ୍ରକରେ ଝୁଲୁଥିବା ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ନିକଟ ଏକ ଖଜୁରୀ ଗଛରେ ଝୁଲୁଥିବା ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର

–ଦେଶରେ ଦିନକରେ ଆଉ ୧ ଲକ୍ଷ ୩୨ ହଜାର ୩୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ 

–ବାଇଡେନଙ୍କ ୨୫ ନିୟୁତ କୋଭିଡ ଟିକା ଆବଣ୍ଟନ ଯୋଜନାରେ ଭାରତ ହେବ ଅବିଚ୍ଛେଦ୍ୟ ଅଂଶ 
ଦେଶରେ ପୁଣି ବଢିଲା ପେଟ୍ରୋଲ, ଡିଜେଲ ମୂଲ୍ୟ

–ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରହିଥିବା ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି

–ଦିଲ୍ଲୀ ଚିକିତ୍ସକ ସଂଘ (ଡିଏମ୍‌ଏ) ପକ୍ଷରୁ ଦାୟର ଆବେଦନ ଆଧାରରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଯୋଗଗୁରୁ ରାମଦେବଙ୍କୁ ସମନ ଜାରି କରିଛନ୍ତି

–ବଢିଛି ଡିଜିଟାଲ କାରବାର ଓ ମର୍ଚ୍ଚାଣ୍ଟ ସହଭାଗୀ ବ୍ୟବସାୟ ; ୨୦୨୦-୨୧ ବର୍ଷରେ ରିଲାଏନ୍ସ ରିଟେଲର ରାଜସ୍ୱ ଆୟ ୧,୫୩,୮୧୮ କୋଟି ଟଙ୍କା

–ଟୋକିଓ ଅଲିମ୍ପିକ୍‌ସ : ଭାରତର ଅଫିସିଆଲ କିଟ୍‌ ଲୋକାର୍ପଣ

–ସ୍ୱାମୀଙ୍କର ପୂର୍ବ ପତ୍ନୀଙ୍କୁ କିଡନି ଦାନ କଲେ ମହିଳା

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories