www.samajalive.in
Monday, December 8, 2025
24.1 C
Bhubaneswar

ଦିନ ୨ଟା – ମୁଖ୍ୟ ଖବର

ରାଜ୍ୟ ଖବର
ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ; ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ 

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୨୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ନୂଆକରି ଚିହ୍ନଟ କରାଯାଇଥିବା ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୪୩୩୧ ଏବଂ ସ୍ଥାନୀୟ ସଂକ୍ରମିତ ୩୩୯୮ ଜଣ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୬୨

- Advertisement -

ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୨୯୧୨ରେ ପହଞ୍ଚିଛି

ଶୁକ୍ରବାର ସକାଳୁ ବ୍ରହ୍ମପୁର ସହରରୁ ଦୁଇଟି ଝୁଲନ୍ତା ଶବ ଉଦ୍ଧାର ହୋଇଛି । ବଡବଜାର ଥାନା ଅନ୍ତର୍ଗତ ଅଟୋ ନଗରରୁ ଏକ ଟ୍ରକରେ ଝୁଲୁଥିବା ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ନିକଟ ଏକ ଖଜୁରୀ ଗଛରେ ଝୁଲୁଥିବା ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର

ସମାଜର ଡେଲାଙ୍ଗ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ଧର୍ମପତ୍ନୀଙ୍କ କରୋନାରେ ପରଲୋକ

ସ୍ଥାୟୀ ପୋଲ ପାଇଁ ଅଞ୍ଚଳବାସୀଙ୍କ ଦାବି ; ଥରୁଛି ଅସ୍ଥାୟୀ ପୋଲ

ଦେଶ ବିଦେଶ ଖବର

ବାଇଡେନଙ୍କ ୨୫ ନିୟୁତ କୋଭିଡ ଟିକା ଆବଣ୍ଟନ ଯୋଜନାରେ ଭାରତ ଅବିଚ୍ଛେଦ୍ୟ ଅଂଶ ହେବ
ଦେଶରେ ପୁଣି ବଢିଲା ପେଟ୍ରୋଲ, ଡିଜେଲ ମୂଲ୍ୟ

ଦେଶରେ ଦିନକରେ ଆଉ ୧ ଲକ୍ଷ ୩୨ ହଜାର ୩୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଇଣ୍ଡୋନେସିଆ ଉପକୂଳରେ ଥିବା ଦ୍ୱୀପ ମାଲୁକୁରେ ଗୁରୁବାର ଦିନ ବଡଧରଣର ଭୂକମ୍ପ ଅନୁଭୂତ ; ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଥିବା ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି

ହାଇଦରାବାଦରେ ମୃତ୍ୟୁର ୧୮ ଦିନ ପରେ ଘରକୁ ଫେରିଲେ ମହିଳା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବାକୁ ପଶ୍ଚିମବଙ୍ଗ ଗସ୍ତ ଘଟଣା ; ଜବାବ ରଖିଲେ ଅଲପନ୍‍, ପ୍ରଧାନମନ୍ତ୍ରୀଙ୍କ ଅନୁମତି ନେଇଥିଲି

ଦିଲ୍ଲୀ ଚିକିତ୍ସକ ସଂଘ (ଡିଏମ୍‌ଏ) ପକ୍ଷରୁ ଦାୟର ଆବେଦନ ଆଧାରରେ ଗୁରୁବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଯୋଗଗୁରୁ ରାମଦେବଙ୍କୁ ଜାରି କରିଛନ୍ତି ସମନ

ବଢିଛି ଡିଜିଟାଲ କାରବାର ଓ ମର୍ଚ୍ଚାଣ୍ଟ ସହଭାଗୀ ବ୍ୟବସାୟ ; ୨୦୨୦-୨୧ ବର୍ଷରେ ରିଲାଏନ୍ସ ରିଟେଲର ରାଜସ୍ୱ ଆୟ ୧,୫୩,୮୧୮ କୋଟି ଟଙ୍କା

ଟୋକିଓ ଅଲିମ୍ପିକ୍‌ସ: ଭାରତର ଅଫିସିଆଲ କିଟ୍‌ ଲୋକାର୍ପଣ

ସ୍ୱାମୀଙ୍କର ପୂର୍ବ ପତ୍ନୀଙ୍କୁ କିଡନି ଦାନ କଲେ ମହିଳା

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories