www.samajalive.in
Monday, December 8, 2025
24.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର (୩୧ ମେ ୨୦୨୧)

ଦେଶ/ବିଦେଶ ଖବର

-ଉତ୍ତରପ୍ରଦେଶରେ କଳା କବକ ସଂକ୍ରମଣ ଯୋଗୁ ୫୪ ଜଣଙ୍କୁ ଚକ୍ଷୁ ହରାଇବାକୁ ପଡ଼ିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୮୦ ଜଣଙ୍କର ମୃତ୍ୟୁ ଘଟିଲାଣି

- Advertisement -

– ବିମାନ ଦୁର୍ଘଟଣାରେ ଟାର୍ଜନ ଅଭିନେତା ଜୋ ଲାରାଙ୍କ ଦେହାନ୍ତ, ପତ୍ନୀ ସମେତ ଅନ୍ୟ ୫ ମୃତ

– ଦେଶରେ ଦୈନିକ ସଂକ୍ରମଣ ୧.୫୨ ଲକ୍ଷ; ୨୪ ଘଣ୍ଟାରେ ପ୍ରାଣ ହରାଇଲେ ୩,୧୨୮ ସଂକ୍ରମିତ

– ଜୁନ୍‍ ସୁଦ୍ଧା ଉପଲବ୍ଧ ହେବ ୧୨ କୋଟି ପାନ ଟିକା

– ମିଳିଲାନି ଆମ୍ବୁଲାନ୍ସ, ଡାକ୍ତରଖାନାରୁ ଚାଲିଚାଲି ଘରକୁ ଫେରୁଥିବା ମହିଳାଙ୍କୁ ଦୁଷ୍କର୍ମ

– ଉତ୍କଟ ନିଶାଦ୍ରବ୍ୟ ମାମଲାରେ ସିଦ୍ଧାର୍ଥ ପିଠାନି ଗିରଫ, ସୁଶାନ୍ତ ରାଜପୁତଙ୍କ ଫ୍ଲାଟରେ ରହୁଥିଲେ ସିଦ୍ଧାର୍ଥ

– ମହାରାଷ୍ଟ୍ରର ଗୋଟିଏ ଜିଲାରେ ୮୦୦୦ ପିଲା କୋଭିଡ ସଂକ୍ରମିତ, ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତି

– ଉହାନ୍‍ ଲାବୋରେଟୋରୀରେ ଚାଲିଛି ସାମରିକ ଗବେଷଣା- ମାଇକ ପମ୍ପିଓ

ରାଜ୍ୟ ଖବର

– ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୧୩ ନୂଆ ସଂକ୍ରମିତ ଚିହ୍ନଟ, ୩୫ ମୃତ

-ସମ୍ବଲପୁରର କେନ୍ଦ୍ରସ୍ଥଳିରେ ଅବସ୍ଥିତ ଟାଉନ ଥାନା ଅଞ୍ଚଳରେ ଯୁବକ ଉପରେ ମରଣାନ୍ତକ ଆକ୍ରମଣ: ଜଣେ ଗୁରୁତର, ୬ ଗିରଫ

– ସମ୍ବଲପୁର: ସୋନପୁର ଜିଲାର ସଦର ବ୍ଲକ ଅର୍ନ୍ତଗତ ହରଡଖୋଲ ଗ୍ରାମର ନିବାସୀ ନିଳାମ୍ବର ପୁରୋହିତ ଓ ସତ୍ୟଭାମା ପୁରୋହିତଙ୍କ ଶିଶୁ ପୁତ୍ର ପ୍ରିନ୍ସ କ୍ୟାନସରରେ ପୀଡିତ ଶିଶୁଙ୍କୁ ସ୍ୱଇଚ୍ଛାର ଆର୍ଥିକ ସହାୟତା

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories