www.samajalive.in
Saturday, December 6, 2025
26.1 C
Bhubaneswar

ଆଶ୍ରୟସ୍ଥଳୀରେ ତୁଣ୍ଡି ବାଣ୍ଟିଲେ କୁଡ଼ମି ସେନା

ପାଟଣା: ପାଟଣା ବ୍ଲକ ଓ ସାହାରପଡା ଅଞ୍ଚଳର ବିଭିନ୍ନ ପଞ୍ଚାୟତର ବିଦ୍ୟାଳୟମାନଙ୍କରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଓଡ଼ିଶା କୁଡ଼ମି ସେନା ପକ୍ଷରୁ ତୁଣ୍ଡି ବଣ୍ଟନ କରାଯାଇଛି। ଗୋଟିଏ ଗୋଟିଏ ବିଦ୍ୟାଳୟରେ ୫୦ ରୁ ଉର୍ଦ୍ଧ ଲୋକ ଆଶ୍ରୟ ନେଇଥିବାରୁ କରୋନା ସଂକ୍ରମଣ ନ ବ୍ୟାପିବା ପାଇଁ ଓଡ଼ିଶା କୁଡ଼ମି ସେନାର ରାଜ୍ୟ ଉପସଭାପତି ମିତଭାନୁ ମହାନ୍ତ ,ରାଜ୍ୟ କୋଷାଧ୍ୟକ୍ଷ ତଥା ଗଣମାଧ୍ୟମ ପ୍ରମୁଖ ଲମ୍ବୋଦର ମହାନ୍ତ ଓ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତ ପ୍ରମୁଖ ବିଭିନ୍ନ ଆଶ୍ରୟସ୍ଥଳ ବୁଲି ବୁଲି ବିସ୍କୁଟ ଓ ତୁଣ୍ଡି ବଣ୍ଟନ କରିଛନ୍ତି। ବିଭିନ୍ନ ଆଶ୍ରୟସ୍ଥଳକୁ ଯିବା ରାସ୍ତାରେ ପଡି ରହିଥିବା ବାଉଁଶ ବୁଦାକୁ କୁଡ଼ମି ସେନା ନେତାମାନେ କାଟି ରାସ୍ତା ମଧ୍ୟ ସଫା କରିଥିବା ଦେଖା ଯାଇଥିଲା।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories