www.samajalive.in
Thursday, December 11, 2025
13.1 C
Bhubaneswar

ଆମ୍ବୁଲାନ୍ସ କର୍ମଚାରୀଙ୍କ ସାଧୁତା ; ଥାନାରେ ଦେଲେ ଖୁଚୁରା ଭର୍ତି ଥଳି

ବାଲେଶ୍ୱର : ଆମ୍ବୁଲାନ୍ସ କର୍ମଚାରୀଙ୍କ ସାଧୁତା । ବାଲେଶ୍ୱରରୁ ଜଳେଶ୍ୱର ଫେରୁଥିବା ଏକ ୧୦୮ ଆମ୍ବୁଲାନ୍ସ ୬୦ନମ୍ବର ଜାତୀୟ ରାଜପଥରୁ ଦୁଇଟି ଖୁଚୁରା ଭର୍ତି ଥଳି ପାଇଥିଲେ। ଦୁଇଟି ବ୍ୟାଗ ପଇସା ଭର୍ତି ହୋଇ ସିଲେଇ ପକା ଯାଇଛି। ତେଣୁ କୌଣସି ସରକାରୀ ଗାଡିରେ ଖୁଚୁରା ପଇସା ଗଲାବେଳେ ଖସିପଡ଼ିଥିବାର ଅନୁମାନ କରି ଆମ୍ବୁଲାନ୍ସର ତିନି କର୍ମଚାରୀ ଜଳେଶ୍ୱର ଥାନାରେ ଦୁଇଟି ବ୍ୟାଗକୁ ଜମା ଦେଇଛନ୍ତି। ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ସାଧୁତା କୁ ପ୍ରଶଂସା କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories