www.samajalive.in
Wednesday, December 10, 2025
14.1 C
Bhubaneswar

ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି କରୋନା ସଂକ୍ରମଣ ; ଦିନକରେ ପଜିଟିଭ ୭୯୧

ଭୁବନେଶ୍ୱର : ଦେଶ ଭଳି ରାଜ୍ୟରେ ମଧ୍ୟ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଦେଶରେ ୧ ଲକ୍ଷ ୧୫ ହଜାର ଦୈନିକ ସଂକ୍ରମଣ ଟପିଥିବା ବେଳେ ରାଜ୍ୟରେ ୭୯୦ ଟପିଛି। ଦିନକରେ ୭୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୫୯, ସ୍ଥାନୀୟ ୩୩୨ । ମୋଟ ପଜିଟିଭ ୩,୪୪,୬୪୭ କୁ ବୃଦ୍ଧି ପାଇଛି। ୩,୩୮,୪୧୬ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪,୨୫୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


୨୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୪୭ ଓ ଖୋର୍ଦ୍ଧାରୁ ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ୧୭, ବାଲେଶ୍ୱର ୬, ବରଗଡ ୪୮, ଭଦ୍ରକ ୧୦, ବଲାଙ୍ଗୀର ୧୪, ବୌଦ୍ଧ ୨, କଟକ ୪୬, ଦେଓଗଡ ୧, ଢେଙ୍କାନାଳ ୩, ଗଞ୍ଜାମ ୯, ଜଗତସିଂହପୁର ୯, ଯାଜପୁର ୧୬, ଝାରସୁଗୁଡା ୩୧, କଳାହାଣ୍ଡି ୩୮, କନ୍ଧମାଳ ୪, କେନ୍ଦ୍ରାପଡା ୧, କେନ୍ଦୁଝର ୩୯, କୋରାପୁଟ ୯, ମାଲକାନଗିରି ୨, ମୟୁଭରଞ୍ଜ ୨୪, ନବରଙ୍ଗପୁର ୨୩, ନୟାଗଡ ୭, ନୂଆପଡା ୩୧, ପୁରୀ ୪୩, ରାୟଗଡା ୧୪, ସମ୍ବଲପୁର ୪୫, ସୋନପୁର ୭ , ଷ୍ଟେଟ ପୁଲରୁ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories