www.samajalive.in
Friday, December 12, 2025
26.1 C
Bhubaneswar

ଜନ୍ମମାଟିକୁ ଫେରିଲା ଜଗା

କଟକ : ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା ଏସ୍‌ସିବିରୁ ଡିସ୍‌ଚାର୍ଜ ହୋଇ ସୋମବାର ଜନ୍ମମାଟି ଫୁଲବାଣୀକୁ ଯାଇଛି। ୧୦୮ ଆମ୍ବୁଲାନ୍ସରେ ୨ଟି ମେଡିକାଲ ଟିମ୍‌ ସହ ସେ ଫୁଲବାଣୀ ଯାଇଛି। ଏସସିବିରୁ ଯାଇ ଫୁଲବାଣୀ ଜିଲା ହସ୍ପିଟାଲର ସ୍ବତନ୍ତ୍ର କ୍ୟାବିନରେ ଜଗା ରହିବ। କଟକ ଏସସିବିରୁ ନିଜ ଜନ୍ମମାଟିକୁ ଫେରାଇ ନେବାକୁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ, ନୂଆଦିଲ୍ଲୀସ୍ଥିତ ଏମ୍ସରେ ଜଗା ବଳିଆଙ୍କର ଯୋଡ଼ାମୁଣ୍ଡରେ ଅପରେସନ କରାଯାଇ ପୃଥକ କରାଯାଇଥିଲା। ସେଠାରେ ଦୀର୍ଘଦିନର ରହଣି ପରେ ୨ ଭାଇଙ୍କୁ କଟକ ଏସସିବିକୁ ଅଣାଯାଇ ଚିକିତ୍ସା କରାଯାଉଥିଲା। ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ବଳିଆର ମୃତ୍ୟୁ ଘଟିଥିଲା। ଏସସିବିରେ ବର୍ଷେ ୭ମାସ ରହିବା ପରେ ଜଗା ଆଜି ଫୁଲବାଣୀ ଫେରିଛି।

- Advertisement -

 

 

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories