ଓଡ଼ିଶାକୁ ନମସ୍କାର। ଭୁବନେଶ୍ବରକୁ ନମସ୍କାର…। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କୃପାରୁ ମୁଁ ଏଠାରେ ଉପସ୍ଥିତ ହୋଇପାରିଛି। ତେବେ ଓଡ଼ିଶା ବିଷୟରେ ମୁଁ ଯେତିକି ଭାବିଥିଲି ଏଠାକୁ ଆସିବା ପରେ ଢେର ଅଧିକ ଦେଖିବାକୁ ପାଇଛି। କାହିଁକି କେଜାଣି ଏ ସ୍ଥାନ ନିଜର ନିଜର ମନେହେଉଛି। ଏଠାକାର ଲୋେକ ବେଶ୍ ସଂସ୍କାରି। ଇଣ୍ଡିଆଲ ଆଇଡଲରେ ହିନ୍ଦୁସ୍ତାନର ଅନେକ ପ୍ରତିଭାଙ୍କୁ ମୁଁ ଦେଖିଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତିଭା ରହିଛନ୍ତି। ସେମାନଙ୍କୁ ଖୋଜି ସାମ୍ନାକୁ ଆଣିବାର ଅଛି। ଏଥିରେ ମୁଁ ନିଶ୍ଚିତ ସହଯୋଗ କରିବି ବୋଲି ଅନୁ ଭଜନ ମଣ୍ଡପରେ ଗଣମାଧ୍ୟମକୁ କହିଛନ୍ତି।
Popular Categories



