www.samajalive.in
Saturday, December 13, 2025
26.1 C
Bhubaneswar

ସୁଟିଂ ସମୟରେ ଅସୁସ୍ଥ ହୋଇ ପଡିଲେ ବିଗ୍‌-ବି ଅମିତାଭ

ମୁମ୍ବଇ : ବିଗ୍‌-ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇ ପହିଛନ୍ତି। ନିଜ ବ୍ଲଗ୍‌ରେ ସେ ଏ ନେଇ ସେ ଉଲ୍ଳେଖ କରିଛନ୍ତି। ରାଜସ୍ଥାନର ଯୋଧପୁରରେ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ଥାନ’ର ସୁଟିଂ ସମୟରେ ସେ ଅସୁସ୍ଥ ହୋଇପଡିଥିଲେ। ଦୀର୍ଘ ସମୟ ଧରି ସୁଟିଂ ଯୋଗୁଁ  ସେ ଅସୁସ୍ଥ ହୋଇ ପଡିଥିବା କୁହାଯାଉଛି ।

ଯୋଧପୁରର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ମୁମ୍ବଇରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଯୋଧପୁରରେ ପହଞ୍ଚିଛନ୍ତି ।ତେଣୁ ସେ ମୁମ୍ବଇ ଫେରିବାର ସମ୍ଭାବନା ନାହିଁ। ଡାକ୍ତରୀ ଯାଞ୍ଚ ପରେ ସେ ପୁଣି ସୁଟିଂକୁ ପେରିବେ ବୋଲି ଆଶା କରାଯାଉଛି।

ବିଗ୍‌-ବି ଅସୁସ୍ଥ ହୋଇ ପଡିବା ପରେ କିଛି ସମୟ ପାଇଁ ଫିଲ୍ମ  ସୁଟିଂ ବନ୍ଦ ରହିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories