www.samajalive.in
Saturday, December 13, 2025
26.1 C
Bhubaneswar

ଅର୍ପଣ ସେବା ବନ୍ଧୁ ପକ୍ଷରୁ ଅସହାୟଙ୍କୁ କମ୍ବଳ ବଣ୍ଟନ 

ବାଙ୍କୀ(ଡମପଡ଼ା): ଅର୍ପଣ ସେବା ବନ୍ଧୁ ଗ୍ରୁପ୍ ପକ୍ଷରୁ ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଗୋପାଳପୁର ପଂଚାୟତର ୧୧ ନମ୍ବର ୱାର୍ଡ ହରିଜନ ସାହିରେ ଥିବା ଗରିବ ଅସହାୟ ଓ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଛି।  ଶୁଭମ ଫେସନର ମାଲିକ ତଥା ସମାଜସେବୀ ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ସିଦ୍ଧାର୍ଥ ଶଙ୍କର ସାହୁ, ଦୀପକ ସାହୁ, ଟୁନ ଚନ୍ଦ୍ର ସାହୁ, ରବି ସାହୁ, ସୁଦାମ ସାହ, ମନୋଜ ସାହୁ, ରାକେଶ ସାହୁ ପ୍ରମୁଖ ଯୋଗଦେଇ ୩୦ ଜଣ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ପ୍ରଦାନ କରିଥିଲେ। ଏଭଳି ସାମାଜିକ କାର୍ଯ୍ୟକୁ ହରିଜନ ସାହିର ଲୋକମାନେ ପ୍ରଶଂସା କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories