www.samajalive.in
Wednesday, December 10, 2025
14.1 C
Bhubaneswar

ପରଦାରେ “ପରୀ”

ନୟାଗଡର ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଏବେ ଏହି ପ୍ରସଙ୍ଗକୁ ନେଇ ନିର୍ମିତ ହେବାକୁ ଯାଉଚି ନୂଆ ଓଡ଼ିଆ ଚଳଚ୍ଚିତ୍ର ପରୀ। ଅଭିନେତା ମିଟୁ ମିଥୁନଙ୍କ ପରିକଳ୍ପନା ଓ ନିର୍ଦ୍ଦେଶନାରେ ଏହା ପ୍ରସ୍ତୁତ ହେଉଛି। ଏଥିରେ ଅଭିନେତା ରାଇମୋହନ ପରିଡା, ମୁନା ମୋଦି, ହାପି, ପ୍ରକାଶ, ପ୍ରଶାନ୍ତ ଓ ‘ପରୀ ‘ ଭୂମିକାରେ ଟୁମୀ ଅନନ୍ୟା ଅଭିନୟ କରୁଛନ୍ତି। ସ୍ୱର୍ ସଂଯୋଜନାରେ ପ୍ରେମ ଆନନ୍ଦ ଅଛନ୍ତି। ଆଗାମୀ ଜାନୁଆରୀ ପ୍ରଥମ ସପ୍ତାହରେ ଚଳଚ୍ଚିତ୍ରଟିର ସୁଟିଂ ଆରମ୍ଭ ହେବ। ନିର୍ଦ୍ଦେଶକ ମିଟୁ ମିଥୁନ ଏଥିରେ ଏକ ପୁଲିସ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମିଟୁ ସାରଥୀ ବାବାଙ୍କ କାହାଣୀକୁ ନେଇ ‘ବାଜି ବାଜି ବାବାଜୀ’ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories