www.samajalive.in
Monday, December 8, 2025
13.1 C
Bhubaneswar

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ

ବେଗୁନିଆ: ଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ନିଜ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ କିପରି ନିରଙ୍କୁସ ସଂଖ୍ୟା ଗରିଷ୍ଠତା ହାସଲ କରିବ ସେଥିପାଇଁ ସେ ଆଜିଠାରୁ ବିଭିନ୍ନ ପଞ୍ଚାୟତରେ କର୍ମୀମାନଙ୍କୁ ଏକଜୁଟ କରି ସେମାନଙ୍କୁ ଗୁରୁମନ୍ତ୍ର ଦେବା ଆରମ୍ଭ କରିଛନ୍ତି। ସେ କଣ୍ଟାବାଡ଼, ସିମର ଏବଂ ବଡବେରେନା ପଂଚାୟତରେ କର୍ମୀମାନଙ୍କୁ ଏକାଠି କରି ସଙ୍ଗଠନକୁ କିପରି ସୁଦୃଢ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବେ ସେ ସଂକ୍ରାନ୍ତରେ ଉପଦେଶ ଦେଇଥିଲେ। ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କାର୍ୟ୍ୟକାରୀ କରୁଥିବା କାର୍ୟ୍ୟ ସମ୍ପର୍କରେ ବୁଝାଇଥିବାବେଳେ ସେ ସଂକ୍ରାନ୍ତରେ ଲୋକମାନଙ୍କ ନିକଟରେ ପଞ୍ଚାୟତସ୍ତରୀୟ ନେତାମାନେ ପହଞ୍ଚି ସେମାନଙ୍କୁ ଅବଗତ କରାଇବା ପାଇଁ କହିଥିଲେ। ଏହିସବୁ ବୈଠକରେ ବିଧାୟକଙ୍କ ସମେତ ଶିକ୍ଷାବିତ ଭଗବାନ ପଣ୍ଡା, ଦୀପ୍ତିରଞ୍ଜନ ସାହୁ ଏବଂ ପଂଚାୟତସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories