www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟରେ ନୂଆ ଆକ୍ରାନ୍ତ ୮୬୮ ; ମୋଟ ଆକ୍ରାନ୍ତ ୩ଲକ୍ଷ୧୦ ହଜାର ୯୨୦ ,ସୁସ୍ଥ ୩,୦୦,୪୭୪

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୫୦୨ ଓ ସ୍ଥାନୀୟ ସଂକ୍ରମଣ ୩୨୬ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ୧୦ ହଜାର ୯୨୦କୁ ବୃଦ୍ଧି ପାଇଛି। ଏହାସହ ୩,୦୦,୪୭୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮,୮୧୮ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୦୨ ଓ କଟକରୁ ୬୫। ଅନୁଗୁଳରୁ ୪୧, ବାଲେଶ୍ୱର ୫୨, ବରଗଡ ୨୬, ଭଦ୍ରକ ୬, ବଲାଙ୍ଗୀର ୩୬, ବୌଦ୍ଧ ୪, ଦେଓଗଡ ୯, ଢେଙ୍କାନାଳ ୧୫, ଗଜପତି ୧, ଗଞ୍ଜାମ ୨୫, ଜଗତସିଂହପୁର ୩୮, ଯାଜପୁର ୩୧, ଝାରସୁଗୁଡ଼ା ୨୨, କଳାହାଣ୍ଡି ୩୬, କନ୍ଧମାଳ ୧୦, କେନ୍ଦ୍ରାପଡ଼ା ୩୯, କେନ୍ଦୁଝର ୧୯, କୋରାପୁଟ ୧୫, ମାଲାକାନଗିରି ୩, ମୟୁରଭଞ୍ଜ ୪୬, ନବରଙ୍ଗପୁର୧୨, ନୟାଗଡ଼ ୫, ନୂଆପଡ଼ା ୩୩, ପୁରୀ ୩୦, ରାୟଗଡ଼ା ୨୧, ସମ୍ବଲପୁର ୨୨, ସୋନପୁର ୨, ସୁନ୍ଦରଗଡ଼ ୮୨, ଷ୍ଟେଟ ପୁଲ ୨୦ ଚିହ୍ନଟ ହୋଇଛନ୍ତି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories